Browsing Tag

bargarh news

ଅଧାରେ ଅଟକିଛି ବକ୍ସ କଣ୍ଡୁଇଟ୍ ନିର୍ମାଣ କାମ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ବକ୍ସ କଣ୍ଡୁଇଟ୍ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାରେ ଅଟକି ରହିଛି । ଅସ୍ଥାୟୀ ବ୍ୟବସ୍ଥା ଭାବେ କେନାଲ କାନ୍ଥକୁ ବାଲି ବସ୍ତା ଦ୍ୱାରା ବନ୍ଦ କରାଯାଇଥିଲା । କିନ୍ତୁ ଲଗାତାର ବର୍ଷା ଯୋଗୁଁ ସେହି ବାଲି ବସ୍ତାଗୁଡ଼ିକ ଧୀରେ ଧୀରେ…
Read More...

ବୀରମାଲ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକକୁ ବିଦାୟ ସମ୍ବର୍ଦ୍ଧନା : ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ

ବରଗଡ଼, (ମୁନ୍ନା ସାହୁ) : ବୀରମାଲ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସୂର୍ଯ୍ୟ କୁମାର ପଣ୍ଡାଙ୍କୁ ନିଆରା ଢ଼ଙ୍ଗରେ ଡ଼ିଜେ ବଜାଇ, କୀର୍ତ୍ତନ କରି ବୀରମାଲ ଗାଁରେ ବିରାଟ ଶୋଭାଯାତ୍ରାରେ ଘରେ ଘରେ ଫୁଲମାଳ ଦେବା ସହ ଗୋଡ଼ ଧୋଇ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଗଲା । ଛାତ୍ରଛାତ୍ରୀମାନେ…
Read More...

ବରଗଡ଼ ମହିଳା ସମିତି ଆନୁକୂଲ୍ୟରେ ସର୍ବପୁରାତନ ଖପରୀ ଟେଷ୍ଟ ମାଧ୍ୟମରେ ରୋଗ ନିରୂପଣ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଏକ ମାଗଣା ରୋଗ ନିରୂପଣ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲା ଟୋଲବ୍ରାହ୍ମଣୀ ଗ୍ରାମର ବୈଦ୍ୟରାଜ ପବିତ୍ର ଶବର ଯୋଗଦେଇ ଦୀର୍ଘ ବର୍ଷ ଧରି ପୁରାତନ ପାରମ୍ପରିକ ଜ୍ଞାନ କୌଶଳ 'ଖପରୀ…
Read More...

‘ଗଣ ଇସ୍ତାହାର’ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ

ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ ବରଗଡ଼, (ନିରୋଜ କୁମାର ପାଣୀ) : ଖବରକାଗଜର ପୃଷ୍ଠାରେ ମୁଦ୍ରିତ ଶବ୍ଦର ଆୟୁଷ ହୁଏତ ଗୋଟିଏ ଦିନ ହୋଇପାରେ, କିନ୍ତୁ ସତ୍ୟନିଷ୍ଠ ସାମ୍ବାଦିକତା, ସମାଜ ପ୍ରତି ଦାୟିତ୍ୱବୋଧ ଓ ମଣିଷ ପ୍ରତି ଆନ୍ତରିକତାର ମୂଲ୍ୟ କାଳର ସୀମା…
Read More...

ଚାଷୀମାନଙ୍କୁ ନେଇ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

​ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମରେ ଚାଷୀ ମାନଙ୍କୁ ନେଇ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନର ପ୍ରୋଜେକ୍ଟ ମ୍ୟାନେଜର ପ୍ରୀୟମ୍ ଲୁହା ଏବଂ ଗୁଦେରପାଲି ସରପଞ୍ଚ ସମ୍ମାନିତ…
Read More...

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ

ବରଗଡ଼, (ମୁନ୍ନା ସାହୁ) : ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦକୁ ମନୋନୀତ କରାଯାଇଛି । ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ…
Read More...

ପ୍ରବଳ ବର୍ଷାରେ ଭୁଷୁଡ଼ି ପଡ଼ିଲା ମାଟି ଘର

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାର ଧାଙ୍ଗେର ପଞ୍ଚାୟତର ୨ ନମ୍ବର ୱାର୍ଡରେ ପ୍ରବଳ ବର୍ଷା ଯୋଗୁଁ ଏକ ମାଟି ଘର ଭୁଷୁଡ଼ି ପଡ଼ିଛି। ଘରେ କେବଳ ମା' ଓ ଝିଅ ରହୁଥିଲେ। ଦୁହେଁ ସରକାରୀ ଭତ୍ତା ଟଙ୍କା ଉପରେ ନିର୍ଭର କରି କଷ୍ଟେମଷ୍ଟେ ଜୀବନ ବିତାଉଥିଲେ। ଗତକାଲି ହୋଇଥିବା ଲଗାଣ ବର୍ଷାରେ…
Read More...

ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

୪ଟି ନୂତନ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦେଲେବରଗଡ଼–ନୂଆପଡ଼ା ରେଳ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ରେଳ ସେବାର ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଓ ନୂତନ…
Read More...

ସିଲ୍ ହେଲା ବେସରକାରୀ ନର୍ସିଂହୋମ

ବରଗଡ, (ମୁନ୍ନା ସାହୁ) : ସିଲ୍ ହେଲା ବେସରକାରୀ ନର୍ସିଂହୋମ । ଚିକିତ୍ସାରେ ଅବହେଳା ପଡିଲା ମହଙ୍ଗା । ସିଲ୍ ହେଲା ବରଗଡ ଜିଲ୍ଲା ବିଜେପୁରର ଅମୃତ ଧାରା ନର୍ସିଂହୋମ । କିଛି ମାସ ତଳେ ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ହୋଇଥିଲା । ଚିକିତ୍ସାରେ ଅବହେଳା ଓ ବିଳମ୍ବ…
Read More...

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅଖିଳ ଭାରତୀୟ କୃଷକ ସମ୍ମିଳନୀ

ବରଗଡ, (ମୁନ୍ନା ସାହୁ) : ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅଖିଳ ଭାରତୀୟ କୃଷକ ସମ୍ମିଳନୀ ୨୮ ଜୁଲାଇରେ କେ ଏସ ଏଡିଟରୀୟମରେ ଠାରେ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨ ହଜାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା…
Read More...