କାଳବୈଶାଖୀ ଯୋଗୁଁ ଭାଙ୍ଗିଲା କୋଟି କୋଟି ଟଙ୍କାରେ ନିର୍ମିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଗେଟ୍
ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହର ସ୍ଥିତ ଥାନା ଛକ ସମ୍ମୁଖରେ ନିର୍ମିତ ବିରାଟ ଧନୁଯାତ୍ରା ଗେଟ୍ କାଳବୈଶାଖୀ ଯୋଗୁଁ ଭାଙ୍ଗି ତଳେ ପଡ଼ିଯାଇଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଧନୁଯାତ୍ରା ଗେଟ୍ ଭାଙ୍ଗି ଯିବା ପଛେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ଜନସାଧାରଣ । ବରଗଡ଼!-->…
Read More...
Read More...