Browsing Tag

bargarh news

ଷଡ଼ଯନ୍ତ୍ର କରି ଜମି ହଡ଼ପ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଷଡ଼ଯନ୍ତ୍ର କରି ଜମି ହଡ଼ପର ସାଙ୍ଘାତିକ ଅଭିଯୋଗ । ଭୁଆଁ ବୁଲେଇ ନିରୀହ ଜମିମାଲିକଙ୍କୁ ଠକି ଦେଲେ ଦଲାଲ । ଘଟଣାର ତିନି ଦିନ ପରେ ସବୁ କିଛି ଜଣାପଡ଼ିବା ପରେ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର, ହେଲେ ମିଳିଲାନି ନ୍ୟାୟ । ଦଲାଲଙ୍କ କୁଚକ୍ରାନ୍ତରେ ପଡ଼ି ଆଜି
Read More...

ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଗ୍ରାମରେ ବାଘ ଭୟ

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଗ୍ରାମର ଚଣ୍ଡୀ ମନ୍ଦିର ପାଖରେ ଗୁରୁବାର ଦିନ ଭୋର ସମୟରେ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଗ୍ରାମର ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଆନୁଯାୟୀ ତିନିରୁ ଚାରି ଫୁଟ ଉଚ୍ଚତା ଥାଇ ଚିତାକଟା ହଳଦିଆ ରଙ୍ଗର
Read More...

ବରଗଡ଼ ମହିଳା ସମିତି ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ

ସୁରକ୍ଷିତ ମାତୃତ୍ୱ ଏକ ମାନବିକ ଅଧିକାର ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଇଥିଲା । ଉପଯୁକ୍ତ ପ୍ରସବ ପୂର୍ବ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ, ପୁଷ୍ଟିକର ଖାଦ୍ୟ ଏବଂ ନିରାପଦ ପ୍ରସବ ଅଭ୍ୟାସ ସମ୍ପର୍କରେ
Read More...

ଅଧ୍ୟାପିକାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ପଡିଲା ମହଙ୍ଗା

ବରଗଡ, (ମୁନ୍ନା ସାହୁ) : ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ବରଗଡ଼ ଜିଲ୍ଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି । ଶେଷରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଅଧ୍ୟକ୍ଷ ସାହୁ କଲେଜରେ କାର୍ଯ୍ୟରତ ଅଧ୍ୟାପିକା
Read More...

ଓଡ଼ିଆ ବହି ପଢିବା ଓ କିଣିବା ପାଇଁ ବରଗଡ଼ରେ ଜନସଚେତନତା କାର୍ଯ୍ୟକ୍ରମ – ‘ଆସ ବହିଟିଏ କିଣିବା’

ବରଗଡ଼, (ମୁନ୍ନା ସାହୁ) : ବହି ଆମ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରେ । ଆମ ଦୈନନ୍ଦିନ ଜୀବନରେ ବହିର ଆଦର ତଥା ଚାହିଦା ବୃଦ୍ଧି ପାଇଁ ‘ଓଡ଼ିଆ ପକ୍ଷ’ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ‘ଆସ ବହିଟିଏ କିଣିବା’ ଅଭିଯାନ ଆରମ୍ଭ କରାଯାଇଛି । ଏହି କ୍ରମରେ, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...

ରେଡ଼ିଏନ୍ସ୍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବିଜେପୁର ତଥା ବରଗଡ ଜିଲ୍ଲାର ଏକ ସୁନାମ ଧନ୍ୟ ଶିକ୍ଷାନୁଷ୍ଠାନ ରେଡ଼ିଏନ୍ସ୍ ଇନଷ୍ଟିଚ୍ୟୁଟର ଏକାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ "ୟୁଫୋରିଆ-୨୦୨୫" ସଭାପତି ତଥା ଚେୟାରମେନ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ
Read More...

ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର

ବରଗଡ, (ମୁନ୍ନା ସାହୁ) : ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’ । ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସ ହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।
Read More...

ବରଗଡରେ ଟମାଟୋର ଅଭାବୀ ବିକ୍ରି

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏପରିକି ବିକ୍ରୀରେ ମୂଳ ମଧ୍ୟ ମିଳୁ ନଥିବା ଯୋଗୁଁ ଚାଷୀମାନେ ଅଧାରୁ ଅମଳକୁ ଛାଡି ଦେଉଛନ୍ତି । ବର୍ତ୍ତମାନ ଟମାଟୋର
Read More...

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ

କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ : ପ୍ରଦୀପ ପୁରୋହିତ ବରଗଡ, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ସହ ବିଭିନ୍ନ ସମସ୍ୟାକୁ ନେଇ ନୂଆଦିଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । କେନ୍ଦୁପତ୍ର
Read More...

ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ଅମର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଐତିହାସିକ ଅବଦାନ ସମ୍ପର୍କରେ ସାଂସଦ ଦୃଷ୍ଟି ଆକର୍ଷଣ କରିଛନ୍ତି । ୧୮୨୭ ମସିହାରୁ ଆରମ୍ଭ ହୋଇଥିବା ତାଙ୍କର ସଶସ୍ତ୍ର ବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଅନନ୍ୟ ଅଧ୍ୟାୟ । ସମ୍ବଲପୁରର
Read More...