ପୁଣି ଏଫ୍ଆଇଆର୍ ଦେଲା ଟେକ୍ସି ଚାଳକ ସଂଘ : ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ
ବରଗଡ଼, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଯୋଗୁଁ ସମୟରେ ବରଗଡ଼ ସହରରେ ରହୁଥିବା ଜଣେ କଳାକାରଙ୍କ ଗାଡ଼ି ଚୋରି ହେବା ଯେତିକି ଦୁଃଖର ବିଷୟ ତାଠାରୁ ଅଧିକ ସେହି ଚୋରୀ ଗାଡ଼ିର ଅବସ୍ଥାନ ବିଷୟରେ ସୂଚନା ଦେବା ପାଇଁ ଜଣେ ମୋଟା ଅଙ୍କଲ ଅର୍ଥ ଦାବୀ କରିବା ପରିତାପର ବିଷୟ। ଏହାକୁ ନେଇ!-->…
Read More...
Read More...