Browsing Tag

bargarh news

ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଲିତ ଆନୁକୂଲ୍ୟରେ ଅଗଷ୍ଟ ୩୦ ରବିବାର ସନ୍ଧ୍ୟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ କଳାକାର ଆଦିତ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ସେପ୍ଟେମ୍ବର ୨୯ରେ କୋସଲି ସଂସ୍କୃତି ଦିନ : କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ ନେଇ ଅନଲାଇନ ପ୍ରସ୍ତୁତି ବୈଠକ

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ଅପରାହ୍ନରେ କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ କରିବା ପାଇଁ ଅନଲାଇନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକକୁ ଲାଲଚନ ବଗର୍ତି ସଂଜୋଜନା କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ ଯୋଗ ଦେଇଥିଲେ ।
Read More...

ଅନଲାଇନ ନୁଆଁଖାଇ ଭେଟଘାଟ୍

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୩୦ ରବିବାର ସନ୍ଧ୍ୟା ୫ଟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ହେବ । ଏଥିରେ ସାମିଲ ହେବା ପାଇଁ ଗୁଗୁଲ ମିଟ୍ ଏପ୍ଲିକେଶନ ଡାଉନଲୋଡ କରିବାକୁ ପଡିବ । କେମିତି ଡାଉନଲୋଡ କରିବେ ଓ
Read More...

ମିଳିଲା ଶିଶୁ କନ୍ୟାର ମୃତ ଦେହ

ବରଗଡ଼, (ଗୋପୀନାଥ ସାହୁ) : ଜାମୁର୍ଡା ସରଲା ରାସ୍ତାରେ ଦନ୍ତା ନଦୀରେ ଜଣେ ୬ ବର୍ଷର ବାଳିକା ଅସାବଧାନତା ଯୋଗୁଁ ଖସି ପଡିଥିଲା । ଗତକାଲି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖି ରାତି ପର୍ୟ୍ୟନ୍ତ ଅଗ୍ନିଶମ ବିଭାଗ ଦ୍ୱାରା ସନ୍ଧାନ ଖବର ମିଳିଲା ନଥିଲା ! ନଦୀର ଜଳ ସ୍ତର ହ୍ରାସ ପାଇବା ପରେ
Read More...

ପାଣିରେ ଭାସିଗଲା ୪ବର୍ଷର ଶିଶୁ କନ୍ୟା

ବରଗଡ଼, (ଗୋପୀନାଥ ସାହୁ) : ସେଲ୍‌ଫି ନେବା ପଡ଼ିଲା ମହଙ୍ଗା । ସେଲ୍‌ଫି ନେବା ସମୟରେ ବରଗଡ଼ ବ୍ଲକ ସରଲା ଦନ୍ତାନଦୀରେ ପଡ଼ି ନିଖୋଜ ହେଲେ ୪ ବର୍ଷ ଛୋଟ ଝିଅ । ପ୍ରାପ୍ତସୂଚନାରୁ ଜଣାଯାଏ, ଜଣେ ବ୍ୟକ୍ତି ନଈ ବଢ଼ି ଦେଖାଇବା ପାଇଁ ନେଇ ଯାଇଥିଲେ ଝିଅକୁ ଦନ୍ତାନଦୀ । ସମ୍ପୃକ୍ତ ବ୍ୟକ୍ତିଙ୍କର
Read More...

“କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ୍‌ ଓ କବିତା ଆସର

ଗାଇସିଲାଟ, (ଦିଲିପ କୁମାର ସରାପ) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫିରୋଜ କୁମାର ପଟେଲ । ଦିଲିପ କୁମାର ସରାପଙ୍କ ସଂପାଦନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ପାରିବାରିକ କଳହ : ଧର୍ମପତ୍ନୀ ଓ କନ୍ୟାକୁ ବିଷ ପିଆଇ ନିଜେ ପିଇଲେ, ୩ ଆରପାରିରେ

ବରଗଡ଼, (ଗୋପୀନାଥ ସାହୁ) : ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା । ବିଜେପୁର ବ୍ଲକ୍‌ ବେନିଆଚାଲ୍‌ ଗାଁର ରଥ ମହାନନ୍ଦ (୪୫) ଚାରୋଟି କନ୍ୟା ସନ୍ତାନର ପିତା । ତେବେ ବଡ଼ ଝିଅକୁ ବାହା ଦେଇ ସାରିଛନ୍ତି । ଶ୍ୱଶୁର ଘରେ ମନାନ୍ତର ଯୋଗୁଁ ଝିଅ ଆସି ବାପଘରେ ଥିଲା ।
Read More...

କପିଲଧାରରୁ ଦ୍ୱିତୀୟ ଶବ ଉଦ୍ଧାର

ବରଗଡ଼, (ଗୋପୀନାଥ ସାହୁ) : ଅସାବଧାନତାବଶତଃ ଗତ କାଲି କପିଲଧାରରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ କ୍ଷୀରୋଦ ସୋନୀଙ୍କ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ବିଜ କୁମାର ମହାକୁରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ
Read More...

ବରଗଡ଼ରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁନି : ଆଜି ପୁଣି ୫୬ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ରେ ମଧ୍ୟ କରେନା ସଂକ୍ରମଣ ସ୍ଥିତି ସୁଧୁରୁନି । ଆଜି ପୁଣି ୫୬ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ ବରଗଡ଼ ବ୍ଲକ - ୫ ଜଣ , ବରଗଡ଼ ଟାଉନ ୨୨ ଜଣ, ବିଜେପୁର ବ୍ଲକ - ୨, ବିଜେପୁର ଏନ୍‌ଏସି -୩ ଜଣ , ଅତାବିରା ଏନ୍‌ଏସି -୧ ଜଣ ,
Read More...

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ : ପୋଲିସ ଷ୍ଟେସନ ସାମ୍ନାରେ ଶବ ରଖି କ୍ଷତିପୂରଣ ଦାବୀ

ବରଗଡ଼, (ଗୋପୀନାଥ ସାହୁ) : ବିଦ୍ୟୁତ୍ ବିଭାଗକୁ କ୍ରମାଗତ ଭାବରେ ଅଭିଯୋଗ ପରେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳରେ ଥିବା ହାଇ ଭୋଲଟେଜ୍ ତାରଗୁଡ଼ିକ ଅତିକ୍ରମ କରୁଛି । ବିଭାଗ ଉପରୋକ୍ତ ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ଅଭିଯୋଗ କରିବା ସହ କ୍ରୋଧିତ ଲୋକମାନେ ରାସ୍ତା ଅବରୋଧ କରିଥିଲେ
Read More...