Browsing Tag

bargarh news

କପିଳଧାର ପ୍ରପାତରେ ଅସାବଧାନତା କାରଣରୁ ଚାଲିଗଲା ଦୁଇ ଜୀବନ

ବରଗଡ଼, (ଗୋପୀନାଥ ସାହୁ) : ଘନଶ୍ୟାମ ମହାକୁଡ଼ ନାମକ ଜଣେ ଯୁବକ ପାଇକମାଲ ଥାନାକୁ ଆସି ଖବର ଦେଇଥିଲା ଯେ, ତାର ଦୁଇ ଜଣ ସାଙ୍ଗ ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ କପିଳଧାରରୁ ତଳକୁ ପଡି ଯାଇଛନ୍ତି । ଖବର ପାଇବା ପରେ ପାଇକମାଲଡିଏସ୍‌ପି ଦିନେଶ ନାୟକ, ଥାନା ଅଧିକାରୀ ବିଶ୍ୱଜିତ ମନବୋଧ,
Read More...

ଟଙ୍କାଏରେ ମିଳୁଛି ମାକ୍ସ

ବରଗଡ଼, (ଗୋପୀନାଥ ସାହୁ) : କରୋନା ମହାମାରୀ ଠାରୁ ସୁରକ୍ଷା ନିମନ୍ତେ ବରଗଡ ଜିଲ୍ଲାବାସୀଙ୍କ ପାଇଁ ମିଳୁଛି ଗୋଟିଏ ଟଙ୍କାରେ ମାସ୍କ । ବିଶ୍ବାସ ନହେଲେ ମଧ୍ୟ ସତ । ବରଗଡ଼ ସହରରେ ଗୋଟିଏ ଟଙ୍କାରେ ଗୋଟିଏ ମାସ୍କ ମିଳୁଛି । ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ ଅତ୍ୟନ୍ତ
Read More...

ବରଗଡ଼ରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରରେ ନୂଆଁଖାଇ ଲଗ୍ନ ଧାର୍ୟ୍ୟ ହୋଇଛି । ଆସନ୍ତା ଅଗଷ୍ଟ ୨୨ ତାରିଖ ରାତ୍ରୀର ନିଶାର୍ଦ୍ଧ ପରେ ୨୩ ତାରିଖ ରବିବାର ସକାଳ ପୂର୍ବରୁ ଶୁନଶାନ ସମୟରେ ଦେବୀଙ୍କଠାରେ ନୂଆଁଖାଇ ଭୋଗ ଲାଗି ହେବ । ୨୩ ତାରିଖ ରବିବାର ଭାଦ୍ରବ
Read More...

ବରଗଡ଼ରୁ ଆଜି ୪୮ ଆକ୍ରାନ୍ତ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସିମେଣ୍ଟ ନଗରରୁ ୩, ବରଢେ଼ାଲରୁ ୧, ବୀରମାଲରୁ ୩, ଖଣ୍ଡତାରୁ ୧, କଟାପାଲିରୁ ୨, ଡାଙ୍ଗରୁ ୧, ଆଠଗାଁରୁ ୧, ବିକାଶ କପ୍ଲେକ୍ସ ବରାହଗୁଡ଼ାରୁ ୬, ସୁଧା କ୍ଲିନିକ ଖଜୁରଟିକ୍ରାରୁ ୧, ସହରର
Read More...

ସ୍ୱାଧୀନତା ଦିବସ ପାଳନରେ ହେବନି ଗହଳି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ସୂଚନା

ବରଗଡ଼, (ଗୋପୀନାଥ ସାହୁ) : ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା ବରଗଡ଼ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ତଥା ପେରେଡ଼ କାର୍ଯ୍ୟକ୍ରମ ଜର୍ଜ ହାଇସ୍କୁଲ ପଡ଼ିଆରେ ସର୍ବସାଧାରଣଙ୍କ ବିନା ଗହଳିରେ ପାଳନ ହେବ । ସକାଳ ୯ ଘଂଟାରେ ମୁଖ୍ୟଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ବୋଲି
Read More...