ବରଗଡ଼ କୋନାଲରେ ଯୁବକ ନିଖୋଜ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ଟାଉନ ଅଧିନସ୍ଥ ତଳିପଡ଼ାର ଓମ୍ ପ୍ରକାଶ ଭୋଇ ନାମକ ୨୨ ବର୍ଷର ଜଣେ ଯୁବକ ବରଗଡ ମୁଖ୍ୟ କେନାଲର ବର୍‌ଡୋଲ୍‌ ନିକଟରେ ଭାସି ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯୁବକଙ୍କ ଉଦ୍ଧାର ପାଇଁ ସମୟ ପ୍ରାୟ ୯ଟା ୪୦ରୁ ୭ ଟା ପାଖାପାଖି ଯାଏ ଖୋଜା ଖୋଜି କରି ଥିବା ମଧ୍ୟ ଯୁବକ ଜଣକର ପତ୍‌ତ୍ତା ମିଳି ପାରିନାହିଁ । ତେବେ ଯୁବକ ଜଣକ ନିଖୋଜ ହେବା ଘଟଣା ଅଞ୍ଚଳରେ ଚକିତ କରିଦେଇଛି ।

Leave A Reply

Your email address will not be published.