Browsing Tag

bargarh news

ଅତାବିରା ଦେବାହାଲ ଗାଁରେ ଅକ୍ସିଜେନ ପରୀକ୍ଷା

ବରଗଡ, (ଗୋପୀନାଥ ସାହୁ) : ବରଗଡ ଜିଲ୍ଳା ଅତାବିରା ବ୍ଲକ ଦେବାହାଲ ଗାଁରେ ଆଜି ଅକ୍ସିଜେନ ପରୀକ୍ଷା କରାଯାଇଛି । କୋଭିଡ଼ ସମୟରେ ଶରୀରରେ ଅମ୍ଳଜାନ ପରିମାଣ କମି ଯାଉଥିବାରୁ ପୂର୍ବରୁ ସର୍ତକତା ଅବଲମ୍ବନ କରି ଅକ୍ସିଜେନ ପରୀକ୍ଷା କରାଇ ନେଲେ ତାହା ଫଳରେ ଜଣକର ଜୀବନକୁ ରକ୍ଷା କରିହେବ ବୋଲି
Read More...

ସମାଜିକ କର୍ମୀଙ୍କ ଟ୍ୱିଟ ଦେଖି କିଡନୀ ରୋଗୀଙ୍କୁ ସହାୟତା ପ୍ରଦାନ କଲେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ :…

ବରଗଡ଼, (ନିରଂଜନ ତ୍ରିପାଠୀ) : କରୋନା ମହାମାରୀ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସା ଅଭାବରୁ ଅନେକ ଲୋକେ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । କିନ୍ତୁ କିଛି ଦାୟିତ୍ୱବାନ ଜନପ୍ରତିନିଧିଙ୍କ ସେବା ମନୋଭାବ ଯୋଗୁଁ ଅନେକ ଅସହାୟ ଲୋକେ ଠିକ ସମୟରେ
Read More...

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଖୁଣ୍ଟପାଲିରେ ମେଗା ରକ୍ତଦାନ ଶିବିର : ଯୋଗଦେଲେ ବିଶିଷ୍ଟ ସମାଜସେବୀ ଡାକ୍ତର…

ବରଗଡ଼, (ନିରୋଜ କୁମାର ପାଣୀ) : ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପୁର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ହୋଇଥିବା ଉକ୍ତ ମେଗା ରକ୍ତଦାନ ଶିବିରକୁ
Read More...

କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ

ଗାଇସିଲେଟ୍‌, (କେପିଏନ୍‌ଏସ୍‌) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଦୁଇଦିନ ଧରି ପାଲିତ ହୋଇଯାଇଛି । ଚଳିତ ବର୍ଷର ମହାମାରୀ କରୋନା କଟକଣାକୁ ଆଖି ଆଗରେ ରଖି ଅନଲାଇନ ମାଧ୍ୟମରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । କୋଶଲ
Read More...

ଆମ ଆଦମୀ ପାର୍ଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଆନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପାଳିତ

ବରଗଡ, (ଗୋପୀନାଥ ସାହୁ) : ଅକ୍ଟୋବର ୨ ତାରିଖକୁ ଗାନ୍ଧୀ ଜୟନ୍ତୀ ଓ ଆନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ସାରା ବିଶ୍ୱରେ ପାଳନ କରଯାଏ । ଏହି ଅବସରରେ ଗାନ୍ଧୀଜୀଙ୍କ ଅହିଂସାର ମନ୍ତ୍ରକୁ ପାଥେୟ କରି ଆମ ଆଦମୀ ପାର୍ଟି ତରଫରୁ ବରଗଡ ଗାନ୍ଧୀ ଛକ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
Read More...

ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ନିଷ୍ଠା ଭବନ ଆନ୍ଧ୍ର କେମ୍ଫ ଖଣ୍ଡହଥା ବରଗଡ ଠାରେ ଜାତୀୟ ରକ୍ତଦାନ ଦିବସ ସରକାରୀ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଉପଜିଲ୍ଳାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ସମ୍ମାନୀତ ଅତିଥି ଭାବେ ତହସିଲଦାର
Read More...

ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ବରଗଡ଼, (ଗୋପୀନାଥ ସାହୁ) : ସମ୍ବିଧାନ ସୁରକ୍ଷା ମଞ୍ଚ ଓ ହସ୍ପିଟାଲ ବଞ୍ଚାଅ ଅଭିଯାନ ବରଗଡ଼ ପକ୍ଷରୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆବଶ୍ୟକ ପରିମାଣର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ତଥା ଅନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ ଦାବୀରେ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ।
Read More...

ବରଗଡ଼ ଜିଲ୍ଲାରେ କରୋନା ଭୂତାଣୁର ପ୍ରାଦୁର୍ଭାବ ବଢ଼ୁଛି : ସମାଜିକ କର୍ମୀମାନଙ୍କ କ୍ଷୋଭ

ବରଗଡ଼, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁର ପ୍ରାଦୁର୍ଭାବ ବଢ଼ି ଚାଲୁଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳିକି ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ଜିଲ୍ଳାପାଳ ନଥିବା ଖବର ସମଗ୍ର ରାଜ୍ୟବ୍ୟାପୀ
Read More...

ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କରାଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉଟ, ସଟଡାଉନ ଘୋଷଣା ହୋଇଥିବା ସମୟରେ ଅନେକ ସ୍ୱେଚ୍ଛାସେବୀ ସଂଗଠନମାନେ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ
Read More...

ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରି କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବରଗଡ, (ନିରଂଜନ ତ୍ରିପାଠୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ । ଏହି ସମୟରେ
Read More...