Browsing Tag

bargarh news

ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିବାହ ପ୍ରୋଶେସନରେ ମାନୁନାହାନ୍ତି କରୋନା କଟକଣା । ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ । ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
Read More...

ଟୋପ ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ ଓ ସଚେତନତା ଶୋଭାଯାତ୍ରା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ହାଇସ୍କୁଲରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ଓ ସ୍କାଉଟ୍ ମାଷ୍ଟର ପ୍ରମୋଦ ମିଶ୍ରଙ୍କ ତତ୍ୱାବଧାନରେ ସ୍କାଉଟସ ଓ ଗାଇଡମାନଙ୍କୁ ନେଇ ଜନ ସଚେତନତା ଅଭିଯାନ ପାଳନ କରାଯାଇଥିଲା । ଏହି ଅବସରରେ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା
Read More...

ସଡକ ଦୁର୍ଘଟଣାରେ ହାବିଲଦାରଙ୍କ ମୃତ୍ୟୁ : ଶବ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ହାବିଲଦାର ବିଶ୍ୱନାଥ ମଲ୍ଲିକ ଗତ ରାତି ବରଗଡ଼ ବିଜେପୁର ରାସ୍ତାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଶବ ବ୍ୟବଛେଦ ପରେ ବରଗଡ଼ ଟାଉନ ଥାନାରେ ବରଗଡ଼ ପୋଲିସ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଏବଂ ଏକ ଏମ୍ବୁଲାନ୍ସ ସାହାଯ୍ୟରେ ତାଙ୍କର ମୃତ ଶରୀର
Read More...

ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଓ ମାଗଣା ହସ ଶିବିର ଅନୁଷ୍ଠିତ ହୋଇଯାଇଛି । କୌଶିକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର
Read More...

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ : ୟୁନାଇଟେଡ଼ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡଠାରେ ଭିଜନ ୨୦-୨୪ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆନ୍ତଃ କ୍ଲବ କ୍ରିକେଟ୍‌ରେ ୟୁନାଇଟେଡ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ ହୋଇଛି । ଆଜି ବିକାଶ ଗ୍ରାଉଣ୍ଡରେ ବରଗଡ ଫାଇଟରସ ଦଳ
Read More...

ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବାବା ସାହେବ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଅକ୍ତସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ଥାନୀୟ ଘୁଲିପାଲି ଆମ୍ବେଦକର ଛକଠାରେ ବାବା ସାହେବଙ୍କ
Read More...

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : କଦଲିପାଲି ଏକାଦଶ ଚାମ୍ପିଅନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ନିକଟସ୍ଥ ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ କଦଲିପାଲି ଏକାଦଶ ଚାମ୍ପିଅନ ହୋଇଛନ୍ତି । ଆଜି ଫାଇନାଲ ଖେଳ ସିଲେଟ ଏକାଦଶ ଓ କଦଲିପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Read More...

ଇମ୍ପରିୟଲ କଲେଜରେ ଏକାଦଶତମ ଆର୍ନ୍ତଜାତୀୟ ଆଲେକ୍ସଜର କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜର ଏକାଦଶତମ ଆର୍ନ୍ତଜାତୀୟ ସେମିନାର ଆଲେକ୍ସଜର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ବିଶ୍ୱଜିତ୍ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଡ.ସଞ୍ଜୟ ମିଶ୍ର ରେଜିଷ୍ଟର, ଆଡାମାସ ବିଶ୍ଵ ବିଦ୍ୟାଳୟ
Read More...

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ ୟୁନାଇଟେଡ ସ୍ପୋର୍ଟସ ବରଗଡ଼ ଏବଂ ସିମନ ଷ୍ଟାର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ସୁଦ୍ଧା ଉଭୟ ଦଳ ଗୋଲ୍ ଶୂନ୍ୟ ରହିବା ପରେ
Read More...

ବରଗଡ଼ ସହରରେ ଏସିଡ୍‌ ମାଡ଼ : ୫ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧୀନସ୍ଥ ୧୧ ନଂ ୱାର୍ଡ ନୂଆପଡ଼ାରେ ଆଜି ଏସିଡ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି,
Read More...