Browsing Tag

bargarh news

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ମ୍ୟାଚ୍‌ଗୁଡିକରେ ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ ହୋଇଛନ୍ତି । ଗତକାଲି ବିକାଶ ଗ୍ରାଉଣ୍ଡରେ ପଦ୍ମପୁର ରାଜ ବୋରାସମ୍ବର କ୍ଲବ ଟସ୍ ଜିତି
Read More...

ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ
Read More...

କୋଭିଡ କଟକଣା ଯୋଗୁଁ ଧନୁଯାତ୍ରା ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ସ୍ଥଗିତ ରଖାଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଧନୁଯାତ୍ରା ମହୋତ୍ସବ
Read More...

ତୋରାଠାରେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତ ସ୍ପିନିଙ୍ଗ ମିଲ ଖେଳ ପଡିଆରେ ଆଜି ଠାରୁ ତ୍ରି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଆଜି ପ୍ରଥମ ମ୍ୟାଚ ମୁଣ୍ଡାପଡା ଏବଂ ରଞ୍ଜିତା କ୍ଲବ ଭେଡେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଣ୍ଡାପଡା
Read More...

ନୁଆଖୁଲିପଡ଼ାବାସୀଙ୍କ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ନିକଟସ୍ଥ ନୁଆଖୁଲିପଡ଼ାକୁ ସୁରକ୍ଷିତ ରାସ୍ତା ଦାବୀରେ ପଡ଼ାର ଶତାଧିକ ପୁରୁଷ ଓ ମହିଳା ପାଣି ଛତର ରେଳ ଓଭର ବ୍ରିଜ ନିକଟରେ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟକୁ କୌଣସି ଯାନ ବାହାନ ଆସିପାରୁ ନାହିଁ । ଦାବୀ
Read More...

ସଂସଦରେ ଉଠିଲା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ସମେତ ମମିତା ମେହେର ହତ୍ୟା, ପରି ହତ୍ୟା ଏବଂ ମହଙ୍ଗା ଡବଲ ମର୍ଡର ଘଟଣାର ସିବିଆଇ ତଦନ୍ତ ଦାବୀ କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ଆଜି ଲୋକସଭାରେ ପ୍ରଶ୍ନ ଉତ୍ତର ସମୟରେ ବରଗଡ଼ ସାଂସଦ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରାଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ର ଉଦ୍‌ଘାଟନ କରିଥିଲେ । ଏଥିରେ ବହୁ ଯୁବ ରକ୍ତଦାତା ରକ୍ତଦାନ କରିଥିଲେ । ଉକ୍ତ
Read More...

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ ବିଜୟୀ ହୋଇଛି । ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ
Read More...

ଗୋବିନ୍ଦପାଲିରେ ଡ୍ରେନ ନିର୍ମାଣ ପାଇଁ ପୌର ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ଏକ ପୁରାତନ ୱାର୍ଡ ଭାବେ ଗୋବିନ୍ଦପାଲିକୁ ଜଣାଯାଏ କିନ୍ତୁ ଏହି ୱାର୍ଡର ପୁରୁଣା ବସ୍ତି ହନୁମାନ ମନ୍ଦିର ପାଖରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଘରୋଇ ଜଳ ନିଷ୍କାସନ ଏବେ ବାଧକ ସାଜିଛି । ଫଳ ସ୍ୱରୂପ ମଇଳା ଅପରିଷ୍କାର ପାଣି ମଝି ରାସ୍ତା
Read More...

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : କଟାପାଲି ଓ ପଦ୍ମପୁର ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍‌ରେ ସ୍ପୋର୍ଟସ ଏସୋସିଏସନ୍‌, କଟାପାଲି ଓ ରାଜ ବୋରାସମ୍ବର୍ କ୍ରିକେଟ କ୍ଲବ, ପଦ୍ମପୁର ବିଜୟୀ ହୋଇଛି । ବିକାଶ ଗ୍ରାଉଣ୍ଡରେ
Read More...