Browsing Tag

bargarh news

ମିଲର୍ସଙ୍କ ମର୍ଜିରେ ଉଠୁଛି ଧାନ : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଧାନ ସଂଗ୍ରହ ଗତି ମନ୍ଥର ରହିଥିବା ବେଳେ ମିଲର୍ସଙ୍କ ମର୍ଜିରେ ମଣ୍ଡିରୁ ଧାନ ଉଠୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଆମ୍‌ ଆଦମୀ ପାର୍ଟିର ଅଭିଯୋଗ ଅନୁସାରେ ଦିନ ଦିନ ଧରି ଧାନ ପଡି ରହୁଥିଲେ ବି ଟ୍ୟାଗ ଆସୁ ନାହିଁ ବୋଲି ବାହାନା
Read More...

ଘର ଉପରେ ଯାଇଛି ୧୧ କେଭି ବିଜୁଳି ତାର : ଭୟରେ ପରିବାର ଲୋକେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଏକ ପରିବାରଙ୍କ ଘର ଉପରେ ୧୧ କେଭି ବିଜୁଳି ତାର ଦୀର୍ଘ ଦିନରୁ ଯାଇଥିବାରୁ ସେମାନେ ବରଗଡ ବିଭାଗୀୟ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଏକ ପତ୍ର ଦେଇ ବିଜୁଳି ତାରକୁ ସ୍ଥାନାନ୍ତର ପାଇଁ
Read More...

ମାତୃଛାୟାରେ ଗୀତା ଯଜ୍ଞ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ମାର୍ଗଶିର ଶୁକ୍ଳ ପକ୍ଷ ତ୍ରୟୋଦସୀ ତିଥିରେ ଶାନ୍ତି ତପୋବନ ଆଶ୍ରମ ମାତୃଛାୟାର ଶାନ୍ତିମୟ ପ୍ରାକୃତିକ ସୁରମ୍ୟ ପରିବେଶ ମଧ୍ୟରେ ଗୀତା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ପଣ୍ଡିତ ବାଲ୍ମୀକି ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୀତା ଜୟନ୍ତୀରେ ପଣ୍ଡିତ
Read More...

ବିବିଏ ସେମିଷ୍ଟାର ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପେରିଆଲ କଲେଜର ଦ୍ଵିତୀୟ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ
Read More...

୭୭ ବର୍ଷ ପରେ ପୁଣି ବିସ୍ଥାପିତ ଲାମ୍ବିପାଲି ଗ୍ରାମବାସୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ନିଜର ଦୀର୍ଘ ଦିନର ଭିଟାମାଟିକୁ ଛାଡ଼ିଲେ ବିସ୍ଥାପିତ ୪୧ ପରିବାର । ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହାଜବାହାଲ ନାମରେ ଗୋଟିଏ ଗାଆଁ ଥିଲା, ଯାହା ୧୯୫୫ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ଜଳମଗ୍ନ ହୋଇଯାଇଥିଲା । ଏଇ ଗ୍ରାମର ଲୋକେ
Read More...

ଜହ୍ନାପଡାରେ ସତସଙ୍ଗ ଓ ଭଜନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଜହ୍ନାପଡା ଗ୍ରାମଠାରେ ଜୟ ଜଗନ୍ନାଥ ସଂକ୍ରାନ୍ତି ସତସଙ୍ଗ ପକ୍ଷରୁ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ମାର୍ଗଶିର ମାସର ଧନୁ ସଂକ୍ରାନ୍ତି ଓ ଗୁରୁବାର ଅବସରରେ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଥିଲା
Read More...

ମହିଳା ମହବିଦ୍ୟାଳୟରେ ସ୍ୱାଗତୋତ୍ସବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ନୂତନ ଛାତ୍ରୀଙ୍କ ଉଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ (ସଭାପତି) ଅନୁଷ୍ଠିତ
Read More...

ବୀମା କମ୍ପାନୀର ଟାଳଟୁଳ ନୀତି : ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍‌ଲ୍ଲା ପଦ୍ମପୁର ଉପଖଣ୍ଡରେ ଚଳିତ ବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି । ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ ବେଆଇନ ଭାବେ ଚାଷୀଙ୍କ
Read More...

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ : ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡଠାରେ ଭିଜନ ୨୦-୨୪ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ରିକେଟ କ୍ଲବର ପ୍ରତିଯୋଗିତାରେ ବରଗଡ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ ହୋଇଛି । ଆଜି
Read More...

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରୁ ଗତକାଲି ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜବତ ଧାନର ପରିମାଣ ୩୨ କୁଇଣ୍ଟାଲ ୯୦ କିଗ୍ରା ରହିଛି । ପଦ୍ମପୁର ନିୟନ୍ତ୍ରିତ ବଜାର
Read More...