Browsing Tag

bargarh news

ସୋହେଲା ପଞ୍ଚାୟତ ସମିତିର ନୂତନ ସଭାଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତିର ନବ ନିର୍ମିତ ସଭା ଗୃହ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାଗୃହରେ ସମିତିର ୯ମ ଏବଂ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବୈଶ୍ନୋଦେବୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘର ବରଗଡ ଜିଲ୍ଲା ଶାଖାର ଏକ ବୈଠକ ଅନୁଷ୍ଠିତ ସଭାପତି ବଳରାମ ସେଠ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସରକାର ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କ
Read More...

ବାଲକୋ ମେଡିକାଲ ସେଣ୍ଟର୍ ରାୟପୁର ପକ୍ଷରୁ ବରଗଡ ଡ. ନିଶାନ୍ତ ଦେବତା କ୍ଲିନିକ୍‌ରେ ମାଗଣା କ୍ୟାନ୍ସର ଚିକିତ୍ସା ଶିବିର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର୍ ପକ୍ଷରୁ ଗତକାଲି ବରଗଡଠାରେ ଏକ ନିଶୁଳ୍କ ବା ମାଗଣା କ୍ୟାନ୍ସର ଚିକିତ୍ସା ଶିବିର ଆୟୋଜନ କରିଥିଲା । ବରଗଡ ସହର ଭଟଲି ରୋଡ ସ୍ଥିତ ଡ. ନିଶାନ୍ତ ଦେବତା ପୋଲି କ୍ଲିନିକ୍‌ଠାରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ
Read More...

ଡାଏଟ୍‌ରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନକୁ ଆହୁରି ଉଚ୍ଚ କରିବି ଓ ଛାତ୍ରଛାତ୍ରୀମାନଙ୍କୁ ସହଜ ସରଳରେ ଅତ୍ୟାଧୁନିକ ଶିକ୍ଷାଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲା
Read More...

ଦୁର୍ଗମ ଅଞ୍ଚଳରେ ମମତା ଦିବସ ଓ ସମନ୍ଵିତ ଟୀକାକରଣ ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ସଂରକ୍ଷିତ ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା ଖୋଲ ପଞ୍ଚାୟତର ଭୁତଲି ସ୍କୁଲ ପରିସରରେ ମମତା ଦିବସ ଓ ସମନ୍ଵିତ ଟୀକାକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ଅନ୍ତର୍ଗତ କୁରୁମକେଲ,
Read More...

ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଆରୟଟିଓ ଅଫିସ୍ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗୀତା ଜୟନ୍ତୀ (ସୌର୍ୟ ଦିବସ) ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ରାଜେଶ ବନ୍‌ଛୋର ସଂଯୋଜନା କରିଥିଲା ବେଳେ ମୁଖ୍ୟ
Read More...

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ ଉଦ୍‌ଯାପିତ : ଫାଇନାଲ ମ୍ୟାଚ୍ ଟାଏ

ବିକାଶ କ୍ରିକେଟ କ୍ଲବ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ଯୁଗ୍ମ ବିଜେତା ଘୋଷିତ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡଠାରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ ଭିଜନ ୨୦-୨୪ରେ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ବରଗଡ
Read More...

ନୂତନ ଲମ୍ବିପାଲି ଗ୍ରାମରେ ପ୍ରବେଶ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନୂତନ ଲମ୍ବିପାଲି ଗ୍ରାମରେ ସମସ୍ତ ଗ୍ରାମବାସୀମାନେ ସ୍ୱଗୃହକୁ ପ୍ରବେଶ କରିଛନ୍ତି । ଏହି ଅବସରରେ ନୂଆ ଲମ୍ବିପାଲିରେ ନିକଟସ୍ଥ ଗ୍ରାମବାସୀମାନଙ୍କୁ ଗୃହ ଓ ଗ୍ରାମ ପ୍ରବେଶ ଉତ୍ସବ ପାଳନରେ ଯୋଗଦାନ ପାଇଁ
Read More...

ଭାଜପା ବରଗଡ଼ ଜିଲ୍ଲାର କାର୍ଯ୍ୟକାରୀ କମିଟି ବୈଠକ ଓ ପ୍ରଶିକ୍ଷଣ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ସଦର ମହକୁମା ସ୍ଥିତ ଘୁଲିପାଲିଠାରେ ଥିବା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକାରୀ କମିଟି ବୈଠକ ଓ କର୍ମୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ପୌରାହିତ୍ୟ
Read More...

୧୧ ଦଫା ଦାବୀରେ ଆଶା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ୧୬ ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିନାହାନ୍ତି । ମହାମାରୀ କରୋନା ସମୟରେ ମଧ୍ୟ ସେମାନେ ଜୀବନକୁ ବାଜି ଲଗାଇ କାର୍ୟ୍ୟ କରିଛନ୍ତି । ତେବେ ତାଙ୍କ ଦରମା କି କୌଣସି
Read More...