Browsing Tag

bargarh news

ଡ୍ରେନ ଦାବୀରେ ପଡାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ସ୍ମୃତି ନଗର ଅଞ୍ଚଳରେ ଡ୍ରେନ ନଥିବାରୁ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ନିସ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଘରର ବ୍ୟବହୃତ ଅପରିଷ୍କାର ପାଣି
Read More...

ମାନବ ସେବା ହିଁ ଇଶ୍ୱର ସେବାର ବାର୍ତା ଦେଲେ ଖ୍ରୀଷ୍ଟାବଳମ୍ବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗ୍ରେସ୍‌ ଅଫ୍‌ ଗଡ ଚର୍ଚ୍ଚ ପକ୍ଷରୁ ପ୍ରି କ୍ରିସ ମାସ୍ ପାଳିତ ହୋଇଯାଇଛି । ବୁଧବାର ତୋରା ସତ୍ୟନଗର ସ୍ଥିତ ଚର୍ଚ୍ଚରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁତ ଗରିବ, ଦୁଃଖୀ, ଅସହାୟ, କୁଷ୍ଠ ରୋଗୀମାନଙ୍କୁ ସେବା କରାଯାଇଥିଲା । ପାଦ
Read More...

ଆର୍‌ଡିସିଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଆଜି ବରଗଡ଼ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଲାଇଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆର୍‌ଡିସି ଶ୍ରୀ ଦଲାଇ ଯୋଗଦେଇ
Read More...

ମଣ୍ଡିରୁ ସମସ୍ତ ଧାନ ତ୍ୱରିତ ଉଠାନ୍ତୁ ସରକାର : ଆପ୍

ମିଲ୍‌ ପରିଦର୍ଶନ କରନ୍ତୁ ଜିଲ୍ଲାପାଳ ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଥିବା ବେଳେ ଶୀଘ୍ର ଧାନ ଉଠେଇବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକାନ ଅବଧି ସରିବା
Read More...

କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ହୋଟେଲ ମଙ୍ଗଳମ ପେଲେସଠାରେ କ୍ରେତା ବିକ୍ରେତା ସମ୍ମିଳନୀ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ : ପିଲାଏ ପଢିଲେ ପିଲାଏ କହିଲେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୁସ୍ତକ ଭଳି ବନ୍ଧୁ ବିରଳ । ଯେଉଁ ଛାତ୍ର ପୁସ୍ତକ ସହ ଯେମିତି ସମ୍ପର୍କ ରଖେ ସେ ସେହି ପରିମାଣରେ ଜୀବନକୁ ସେମିତି ଗଢିଥାଏ । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ସହ ନିବିଡ଼ ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ଜୀବନକୁ ଗଢିବା ପାଇଁ ବରଗଡ଼ ଅନ୍ତର୍ଗତ ରୋହିଣୀଆ
Read More...

ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡ଼ା ସାଂସଦ ପକ୍ଷରୁ ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌ ୨୦୨୧ ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ କ୍ରୀଡା ପତାକା
Read More...

ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼ ସାହାଜବାହାଲ ଗ୍ରାମବାସୀ
Read More...

ଇମ୍ପେରିଆଲ କଲେଜରେ ଟେଲିଭିଜନ ଅଭିନେତ୍ରୀ ଆଲେଫିଆ କପାଡ଼ିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଇମ୍ପେରିଆଲ କଲେଜରେ ପାରମ୍ପରିକ ଭାବରେ ପ୍ରତିବର୍ଷ ଭଳି ଫ୍ରେଶର୍ସ ଡେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ହିନ୍ଦୀ ଟେଲିଭିଜନ ସିରିଆଲ "ବଡେ ଅଚ୍ଛେ ଲଗତେ ହେଁ -୨"ର ଅଭିନେତ୍ରୀ ଆଲେଫିଆ କପାଡ଼ିଆ ଅନ୍‌ଲାଇନ ମାଧ୍ୟମରେ ଯୋଗଦେଇ
Read More...

ଦେଓଗାଁରେ ପଞ୍ଚ କୁଣ୍ଡୀୟ ଗୀତା ଯଜ୍ଞ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁଠାରେ ପବିତ୍ର ମାର୍ଗଶିର ପୂର୍ଣ୍ଣିମୀ ତିଥିରେ ଗତକାଲି ପଞ୍ଚ କୁଣ୍ଡୀୟ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିବାସ କଳସ ସ୍ଥାପନ ହୋଇଥିବା ବେଳେ ଗତକାଲି ଯଜ୍ଞ
Read More...