Browsing Tag

bargarh news

ବରଗଡ଼ରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଦାବୀ କଲା ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସହରରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଜିଲ୍ଲା ପ୍ରଶାସନକୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦେଖିବାକୁ ମିଳୁଛି ସହରରେ ଖୁଚୁରା ମୁଦ୍ରା ୧, ୨ ଓ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ହ୍ରାସ ପାଇଛି । ଦୋକାନୀ, ବ୍ୟବସାୟୀ ଓ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନିଃସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ବରଗଡ ସହରର ଭଟଲି ଛକ, ବାନ୍ଦୁ ଟିକ୍ରା ଛକ, ଗୌରପଡା ଛକ, ଥାନା ଛକ, ରେଲୱେ ଷ୍ଟେସନ ପଡା, ଡାକ୍ତର ଖାନା ଛକ, ପ୍ରାଇଭେଟ ବସଷ୍ଟାଣ୍ଡ, ଗମେଣ୍ଟ ବସ ଷ୍ଟାଣ୍ଡ ଆଦି ଛକ ମାନଙ୍କରେ ଅସହାୟ, ଦଳିତ ଓ
Read More...

ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ସଂକଳ୍ପ ପରିବାର ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ଶନିବାର ଓ ରବିବାର ତା ୨୫/୧୨/୨୦୨୧ ଓ ୨୬/୧୨/୨୦୨୧ ଦୁଇଦିନ ଧରି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡ଼ ଥାନା ଛକଠାରେ ଆୟୋଜନ କରାଯିବ । ଏହି
Read More...

ବୀରତା ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରିଷ୍ଟ ନାଗରିକ ସଂଘ, ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ତଥା କୋଶଳ ରାଜ୍ୟ ସମନ୍ୱୟ ସମିତିର ମିଳିତ ସହଯୋଗରେ ଆସନ୍ତା ୩୧ ଡିସେମ୍ବର "ବୀରତା ଦିବସ" ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ବରଗଡ଼ ବରିଷ୍ଠ ନାଗରିକ ସଂଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।
Read More...

ଆପ୍‌ରେ ନୂଆ ସଭ୍ୟଙ୍କ ଯୋଗଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ସଂଗଠନ ଦିନକୁ ଦିନ ମଜବୁଦ ହେବାରେ ଲାଗିଥିବା ବେଳେ ଗୁରୁବାର ସମାଜସେବୀ ଗୁରୁପ୍ରୀତ୍‌ ସିଂ ଓ ଶିକ୍ଷାବିତ ସଂଜୟ ପତି ଆପ୍‌ରେ ଯୋଗ ଦେଇଛନ୍ତି । ଦିଲ୍ଲୀର ଶିକ୍ଷା କ୍ରାନ୍ତି, ସ୍ୱାସ୍ଥ୍ୟ, ପାଣି, ୨୦୦ ୟୁନିଟ ପର୍ଯ୍ୟନ୍ତ
Read More...

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୋଡ୍ସ୍ ବ୍ଳଗ୍ ପରିବାରର ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଡା. କ୍ଷୀରୋଦିନୀ ବେହେରା ଏବଂ ସାଇ ମଲ୍ଟି ସ୍ପେସାଲିଟି ଚିକିତ୍ସାଳୟର ମୁଖ୍ୟ ଡା. ସୁସ୍ମିତା
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଧର୍ମପରାୟଣା ମହିଳା ଶାନ୍ତି ମେହେରଙ୍କ ବୁଧବାର ଦିନ ସକାଳ ଘ୧୦.୩୦ ମିନିଟରେ ତାଙ୍କ ବାସ ଭବନରେ ପରଲୋକ ହୋଇ ଯାଇଛି । ତାଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ପରୋପକାର ଥିଲେ । ତାଙ୍କ
Read More...

ମାସର ପ୍ରଥମ ଶନିବାର ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ରୋଗୀଙ୍କ ସ୍କ୍ରିନିଙ୍ଗ : ଭିମସାରରୁ ଆସିବେ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ବୃଦ୍ଧି ପାଉଥିବାରୁ ଏଠାରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ କର୍କଟ ଚିକିତ୍ସାଳୟ ସ୍ଥାପନା କରିବାକୁ ଜନ ଆନ୍ଦୋଳନ ହୋଇଥିଲା । ରାଜ୍ୟ ସରକାର ଏହି ରୋଗର ଭୟାବହତାକୁ ଉପଲବ୍ଧି କରି ବରଗଡ ଖେଦାପାଲିସ୍ଥ
Read More...

ଫୋର୍‌ ଲେନ୍‌ ରାସ୍ତାକୁ ବିରୋଧ : ବରପାଲି ୮ଘଣ୍ଟିଆ ବନ୍ଦ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସହରାଞ୍ଚଳ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ଫୋର ଲେନ୍ ଜାତୀୟ ରାଜପଥକୁ ବିରୋଧ କରି ଆଜି ୮ ଘଣ୍ଟିଆ ବରପାଲି ବନ୍ଦ୍ ହୋଇଛି । ବରପାଲି ବଣିକ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଥିବା ଏହି ଆହ୍ୱାନକୁ ସହରରେ ଥିବା ପ୍ରାୟତଃ ସମସ୍ତ ସଂଘ ସାମିଲ ହୋଇ
Read More...

ବରଗଡ଼ ମହିଳା କଲେଜର ବାର୍ଷିକ କ୍ରୀଡା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମ ଠାରେ ବରଗଡ଼ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ କ୍ରୀଡା ମସାଲ ପ୍ରଜ୍ୱଳନ ସହ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ କଲେଜ ଅଧ୍ୟକ୍ଷ । ଦିନ ତମାମ ଚାଲିଥିବା ବିଭିନ୍ନ
Read More...