ଡା. ମଧୁସୂଦନ ଦାଶଙ୍କ ପରଲୋକ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଜଣାଶୁଣା ଡାକ୍ତର ମଧୂସୁଦନ ଦାଶ ଆଉ ଆମ ଗହଣରେ ନାହାନ୍ତି । ସେ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜଣେ ଶିଶୁ ବିଶେଷଙ୍ଗ ଡାକ୍ତର ଭାବରେ ସାରା ରାଜ୍ୟରେ ପରିଚିତ ଥିଲେ ସେ ।!-->…
Read More...
Read More...