Browsing Tag

bargarh news

ପ୍ରଫୁଲ୍ଲ ନାୟକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ପ୍ରଫୁଲ୍ଲ କୁମାର ନାୟକ ନିର୍ବାଚିତ ହୋଇଛନ୍ତି । ଗତକାଲି ଏଥିପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏହି ପଞ୍ଚାୟତର ଜନୈକ…
Read More...

ଗାଁ ଆମ୍ବ ପସରା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ସଦା ସର୍ବଦା ଆଗରେ । ବରଗଡ଼ ଜିଲ୍ଲାର ଆମ୍ବ ଚାଷୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ଦ୍ରବ୍ୟର ବଜାରକରଣ ପାଇଁ ଆଜି ବରଗଡ଼ ବ୍ଲକ ଅଫିସ ସମ୍ମୁଖରେ 'ଗାଁ ଆମ୍ବ ପସରା' ଷ୍ଟଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ…
Read More...

ଆର୍‌.ଡି. ରୋଡରୁ ଅଶୋକା ବିଲଡ଼କନ ଟିକସ ଆଦାୟ ବନ୍ଦ ହେଲା

ବରଗଡ, (ସସ୍ମିତା ପ୍ରଧାନ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ହାଇୱେ ୟୁଜର୍ସ ଫୋରମ୍‌ର ସଦସ୍ୟ ମାନଙ୍କ ଉପସ୍ଥିତିରେ ଆର୍‌ ବି ରାସ୍ତାରୁ ବେଆଇନ ଟୋଲ ଟେକ୍ସ ଆଦାୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଡେପୁଟି କଲେକଟର…
Read More...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଏବେ ମଧ୍ୟ ଅବହେଳିତ, ଖଣି ଖାଦାନରେ ଅଞ୍ଚଳରେ ମୁଖ୍ୟତଃ ଲୋକଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ପରିବେଶ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ନାହାନ୍ତି । ଫଳରେ ଲୋକମାନେ ଏବେ ମଧ୍ୟ ଏହି ମୈଳିକ ସୁବିଧା…
Read More...

ମାଛ ଧରାଳିଙ୍କୁ ମାଛ ବଦଳରେ ମିଳିଲା କଙ୍କାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ଥାନା ଅଧୀନସ୍ଥ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ୱାମୀ, ସ୍ତ୍ରୀ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିଠାରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ପ୍ରକାଶ ଯେ, ଆଜି ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଏକ ମୋଟରସାଇକେଲ (ସିଜି ୧୧ଏଡି…
Read More...

ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଗଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ବରିହାପାଣି ଗ୍ରାମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାମଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ…
Read More...

ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମୀୟର ଲିଗ୍ : ବୋଡାସମ୍ବର ଏଫ୍‌ସି ଚମ୍ପିୟାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମୀୟର ଲିଗ୍ ଫୁଟ୍‌ବଲ୍‌ ପଦ୍ମପୁରର ବୋଡାସମ୍ବର ଏଫ୍‌ସି ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପଦ୍ମପୁର ଦଳ ବରପାଲି ଦଳକୁ ୨- ୦ ଗୋଲରେ ହରାଇ ଚାମ୍ପିଅନ ହୋଇଛନ୍ତି । ବର୍ଷାରେ ବାଧାପ୍ରାପ୍ତ…
Read More...

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଚେତନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଂଘର ମେଡିକାଲ ପ୍ରକୋଷ୍ଠର ସଂଯୋଜକ ଅଭିଜିତ ପ୍ରତିହାରଙ୍କ ସଂଯୋଜନାରେ…
Read More...

ଜାବର ପୂର୍ବତନ ସଭାପତି ସ୍ୱର୍ଗତ ଡମ୍ବରୁଧର ରଣାଙ୍କୁ ଜାବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଅଫ୍‌ ବରଗଡ (ଜାବ)ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଡମ୍ବରୁଧର ରଣାଙ୍କୁ ଆଜି ସ୍ଥାନୀୟ ବରଗଡ ସାମ୍ବାଦିକ ସଂଘ ଅଫିସ୍ କାର୍ଯ୍ୟାଳୟରେ ଜାବ ପକ୍ଷରୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ରବି…
Read More...