Browsing Tag

balangir news

ବଲାଙ୍ଗିର ସହରକୁ ସବୁଜ ସୁନ୍ଦର ଓ ସରସ କରିବା ଲକ୍ଷ୍ୟରେ ପୌର ପରିଷଦ ପ୍ରତିଶ୍ରୁତିବଦ୍ଧ : ପୌର ଅଧ୍ୟକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆକ୍ରୋଶମୂଳକ ଭାବେ ବଲାଙ୍ଗିର ମ୍ୟୁନିସିପାଲିଟିକୁ କାମ କରୁନଥିବା ଆକ୍ଷେପ କରାଯାଉଥିବା ଅଭିଯୋଗ ଆଣିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମ୍ୟୁନିସିପାଲିଟିର ଉନ୍ନୟନମୂଳକ କାର୍ୟ୍ୟର ସଂପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଆଜି ଅପରାହ୍ନରେ ବଲାଙ୍ଗିର…
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ବସ କଣ୍ଡକ୍ଟରମାନଙ୍କୁ ଫାଷ୍ଟଏଡ୍‌ ସାର୍ଟିଫିକେଟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବେସରକାରୀ ବସ କଣ୍ଡକ୍ଟରମାନଙ୍କୁ ବିଭିନ୍ନ ଦିଗରେ ବିକଶିତ କରିବା ପ୍ରୟାସ କଲା ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ । ତେଣୁ ସ୍ଥାନୀୟ ନୂତନ ବସ ଟର୍ମିନାଲର ବେସରକାରୀ ବସ ସଂଘଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ କର କମଳରେ ବସ…
Read More...

ଅବସରପ୍ରାପ୍ତ ସୈନିକଙ୍କ ଘରୁ ଏସି ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ି ଚାଲିଛି ଚୋରଙ୍କ ଆତଙ୍କ । ଗତ ବୁଧବାର ରାତିରେ ସହରର ଜଣେ ଅବସରପ୍ରାପ୍ତ ସୈନିକଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋରମାନେ । ବଲାଙ୍ଗିର ସହରର ରାଧିକାନଗରରେ ରହୁଥିବା ଅବସରପ୍ରାପ୍ତ ସୈନିକ ଗୋପବନ୍ଧୁ ସାହୁ ପରିବାର ଲୋକଙ୍କୁ ନେଇ ଗତ…
Read More...

+୨ ବିଜ୍ଞାନ ପରୀକ୍ଷାଫଳ : ପଶ୍ଚିମ ଓଡ଼ିଶାରେ ଯୁବୋଦୟର ଶ୍ରେଷ୍ଠ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବିଜ୍ଞାନ ପରୀକ୍ଷାଫଳ ଗତ ବୁଧବାର ଦିନ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗିରର ଯୁବୋଦୟ କଲେଜ ପଶ୍ଚିମ ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ପଶ୍ଚିମ ଓଡ଼ିଶାର ପ୍ରଥମ ୫ଟି ସ୍ଥାନରେ ୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସମସ୍ତେ ଯୁବୋଦୟ କଲେଜର…
Read More...

ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ସିଏନ୍‌ସି ସଫଳ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ଶିକ୍ଷାନୁଷ୍ଠାନ ସିଏନ୍‌ସି ସଫଳ ହୋଇପାରିଛି । ଗତ ୩୧ ତାରିଖ ଦିନ ପ୍ରକାଶିତ ହୋଇଥିବା ସିଏଚ୍‌ଏସ୍‌ଇ +୨ ବାଣିଜ୍ୟ ପରୀକ୍ଷା ଫଳରେ ସିଏନ୍‌ସି ବାଣିଜ୍ୟ ବିଦ୍ୟାଳୟ ପୁଣି ଥରେ ବଲାଙ୍ଗିର…
Read More...

ଦୁର୍ଗନ୍ଧରେ ଫାଟି ପଡୁଛି ମୁଖ୍ୟ ରାସ୍ତା : ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର- ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ଓଭରସିଜ୍‌ ବ୍ୟାଙ୍କ ନିକଟରେ ରାସ୍ତା କଡରେ ଅଳିଆ ଆବର୍ଜନା ଗଦା ହେଉଥିବା ଫଳରେ ଦୁର୍ଗନ୍ଧରେ ପୁରା ଅଂଚଳ ଫାଟି ପଡୁଛି । ତେବେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଏହି ଦୁର୍ଗନ୍ଧରେ ଅତିଷ୍ଟ ହୋଇପଡୁଥିବା…
Read More...

ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉସିଲର ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ କଂଗ୍ରେସ ଦଳ ତଥା ଜନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହେବା ସହ ମୋର ବ୍ୟକ୍ତିଗତ କ୍ଷତି ହୋଇଛି…
Read More...

ଡ଼ା.ଅନୁପ କୁମାର ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାରଦେଶ୍ଵରୀ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ତଥା ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟାପକ ଡ଼ା. ଅନୁପ କୁମାର ନାଏକଙ୍କୁ ଗତକାଲି ଉଭୟ ଅନୁଷ୍ଠାନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାରଦେଶ୍ୱରୀ…
Read More...

ନିଶା ନିବାରଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶା ନିବାରଣ ଦିବସ ପାଳନ ଉପଲକ୍ଷେ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଖାଡିଆପଡାଠାରେ ଏକ ସଚେତନତା ସଭା ଅୟୋଜିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନକ୍ରମେ ପଡାର ବାଟୁ ଖାଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।…
Read More...

+୨ ବାଣିଜ୍ୟରେ ଜେଏସ୍‌ଏମ୍‌ କଲେଜର ସଂପୂର୍ଣ୍ଣ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ଏକ ସୁନାମଧନ୍ୟ କଲେଜ ଭାବରେ ଜଣାଶୁଣା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୩ରେ…
Read More...