Browsing Tag

balangir news

ଗାନ୍ଧୀ ଷ୍ଟାଡିୟମଠାରେ ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର ସିଧାପ୍ରସାରଣ ଦେଖିବା ନିମନ୍ତେ ଜିଲ୍ଲା ପ୍ରଶାସନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୧/୦୧/୨୦୨୩ ରିଖ ଅପରାହ୍ନ ୫ ଘଟିକା ସମୟରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର ସିଧାପ୍ରସାରଣ ଦେଖିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର ସହରର ଜନସାଧାରଣ, ବ୍ୟବସାୟିକ
Read More...

ଡ. କ୍ଷମା ଦ୍ୱିବେଦୀଙ୍କୁ ମଦନମୋହନ ମାଲବିୟ କେବଲସଚ୍‌ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବେଲପଡା ନବୋଦୟ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ ଥିବା ଡ. କ୍ଷମା ଦ୍ୱିବେଦୀଙ୍କୁ ନୂଆଦିଲ୍ଲୀଠାରେ ସ୍ୱାଧିନତା ସଂଗ୍ରାମୀ ତଥା ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବିୟ କେବଲସଚ୍‌ ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡିଛି । ଚିତ୍ରକଳା
Read More...

ଅହେତୁକ ଫିସ୍‌ ବୃଦ୍ଧିକୁ ନେଇ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନେ ନିଜ କଲେଜରେ ଅହେତୁକ ଫିସ୍‌ ବୃଦ୍ଧିକୁ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କ କହିବାନୁସାରେ, ପୂର୍ବରୁ କଲେଜରେ ୨୫୦ ଟଙ୍କା ନେଉଥିବା ବେଳେ ହଠାତ୍‌
Read More...

ମଠଖାଇ ମହୋତ୍ସବ-୨୦୨୩ ଅବସରରେ ସେମିନାର୍‌ ଆୟୋଜିତ : ଏନ୍‌ଏସ୍‌ଡ଼ିଏନ୍‌ ସଂଜୟ ଲାଲ୍‌ଙ୍କ ଦ୍ୱାରା ଅଭିନୟ କଳା ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବ-୨୦୨୩ ଅବସରରେ ଆଜି ପୂର୍ବାହ୍ନରେ ସେମିନାର୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଏନ୍‌ଏସ୍‌ଡ଼ିଏନ୍‌ ସଂଜୟ ଲାଲ୍‌ଙ୍କ ଦ୍ୱାରା ସ୍ଥାନୀୟ କଳାକାରମାନଙ୍କୁ ନେଇ ଅଭିନୟ କଳା ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ
Read More...

୨୧ତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସ୍ୱାଗତ ଜଣାଇଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ୨୧ତମ ବଲାଙ୍ଗିର ଲୋକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସ୍ୱାଗତ
Read More...

ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଠିକାଦାରପଡାରେ ଜଣେ ଯୁବକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଠିକାଦାରପଡାର ଅମରେଶ ନାୟକ ବୋଲି ଜଣାପଡିଛି । ତାଙ୍କ କହିବା ଅନୁସାରେ ତାଙ୍କୁ ବିଭୁତିପଡାର ୩ ଜଣ ଯୁବକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ
Read More...

କୋଶଳ କଳା ମଣ୍ଡଳରେ ଆରମ୍ଭ ହେଲା ସର୍ବଭାରତୀୟ ମଠଖାଇ ମହୋତ୍ସବ : ପ୍ରଦର୍ଶିତ ହେଲା ହିନ୍ଦୀ ନାଟକ ‘କୋର୍ଟ ମାର୍ଶଲ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଆରମ୍ଭ ହୋଇଯାଇଛି ସର୍ବଭାରତୀୟ ମଠଖାଇ ମହୋତ୍ସବ । ଏହାର ପ୍ରଥମ ସଂଧ୍ୟାରେ ମଂଚ ମଣ୍ଡନ କରିଛନ୍ତି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ
Read More...

ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ ସରବରାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ବଲାଙ୍ଗିର ସହର ସମେତ ଛତାମଖନା, ଲୋଇସିଂହା, ସାଲେଭଟା ଓ ଚୁଡାପାଲି ଠାରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ କରାଯିବା ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଲାଙ୍ଗିର ସହର ସ୍ଥିତ ଲାଲଟିକିରା ୧୩୨/୩୩କେଭି
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟର କ୍ରୀଡା ଉତ୍ସବ

ଦ୍ୱିତୀୟ ଦିନରେ ଖୋ ଖୋ ସମସ୍ତ ବର୍ଗରେ ମୁରିବାହାଲ ବ୍ଲକ ବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ, ଟାଉନ ଉଚ୍ଚ ବିଦ୍ୟାଳୟ ଓ ଆର.ଏନ୍‌.ସିଂହଦେଓ ଖେଳ ପଡିଆଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟର କ୍ରୀଡାରେ ଫୁଟବଲ, ଖୋ ଖୋ ଓ ଯୋଗାସନ ପ୍ରତିଯୋଗିତା ୧୪ ଓ ୧୭
Read More...