Browsing Tag

balangir news

ନରସିଂହଙ୍କ ପୌର ସମୀକ୍ଷା

ସହର ସଫେଇ, ନାଳ ନର୍ଦ୍ଦମା ଓ ଆବର୍ଜନା ପରିଚାଳନାରେ ଘୋର ଦୁର୍ନୀତି : ନରସିଂହବନ୍ଧ ପୋଖରୀକୁ ସଫା ରଖିବା ପରିବର୍ତ୍ତେ ଆବର୍ଜନା କୁଣ୍ଡରେ ପରିଣତ କରିଛି ପୌର ପରିଷଦ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ପୌର ପରିଷଦ ଗଠନ ହେବାର ନଅ ମାସ ବିତି ଯାଇଥିଲେ ସୁଦ୍ଧା ସହରର ସଫେଇ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପରିବାର ମହାମିଳନ ୨୦୨୩

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ବର୍ଷର ଅବସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ସମସ୍ତ ପରିବାରବର୍ଗକୁ ନେଇ ଖୁଜେନପାଲି ସ୍ଥିତ ବିକ୍ରମ ବହିଦାରଙ୍କ ଫାର୍ମ ହାଉସରେ ଏକ ମହାମିଳନର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରଅଧ୍ୟକ୍ଷା ଲିକା
Read More...

କୁଲୁତାପଡାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କୁଲୁତାପଡାଠାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଛି । ଗତକାଲି ଅପରାହ୍ନ ଘ.୪ ସମୟରେ କଳସ ଯାତ୍ରା ହୋଇଥିଲା । ସନ୍ଧ୍ୟା ଘ.୬ରେ ଦୀପ ଯଜ୍ଞ ହୋଇଥିଲା । ଏହି ଯଜ୍ଞକୁ ଛତିଶଗଡର ଚରଣ ଯାଦବ ଯଜ୍ଞ ସଂଚାଳନ
Read More...

ତହଁକ୍‌ କୁଟୁମ୍‌ର ବଛର୍‌କିଆ ଉଛବ୍‌ ଆର୍‌ ପୁଷ୍‌ପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍‌ କୁଟୁମ୍‌ର ବଛର୍‌କିଆ ଉଛବ୍‌ ଆର୍‌ ପୁଷ୍‌ପୁନି ଭେଟ୍‌ଘାଟ୍‌ ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ତହଁକ କୁଟୁମ୍‌ର ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁଙ୍କ ଆହ୍ୱାନ କ୍ରମେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ପଣ୍ଡା,
Read More...

ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ସହ କୋଶଳ କଳାମଣ୍ଡଳରେ ପହଞ୍ଚିଲା ଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରାରେ କୋଶଳ କଳାମଣ୍ଡଳରେ ପହଞ୍ଚିଲା ଦୀପ । ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ମଠଖାଇ ମହୋତ୍ସବ ଆଜିଠାରୁ ସ୍ଥାନୀୟ କୋଶଳ କଳାମଣ୍ଡଳଠାରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ନିକଟସ୍ଥ ମଠଖାଇ
Read More...

ମାଲଗୋଦାମପଡାଠାରେ ଜଣେ ବିହାର ରାଜ୍ୟର ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲଗୋଦାମପଡାଠାରେ ଜଣେ ବିହାର ରାଜ୍ୟର ଯୁବକଙ୍କୁ ଆକ୍ରମଣ ସହ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ବିହାରର ଅଜୟ କୁମାର(୨୦) ବୋଲି ଜଣାପଡିଛି । ସୂଚନା ଅନୁସାରେ, ଅଜୟ ମାଲଗୋଦାମପଡାରେ ଥିବା ଏକ ବନ୍ଧକୁ ଶୌଚ
Read More...

ସାତମାଇଲ ଛକରେ ଜଣେ ବ୍ୟକ୍ତିଙ୍କୁ ସାମନା ପଟରୁ ଧକ୍କା ଦେଲା ଚାରିଚକିଆ ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର- ସୋନପୁର ରାଜରାସ୍ତାର ସାତମାଇଲ ଛକରେ ଜଣେ ବ୍ୟକ୍ତିଙ୍କୁ ସାମ୍ନାରୁ ଧକ୍କା ଦେଲା ଚାରିଚକିଆ ଗାଡି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଶାଲେପାଲିରେ ରହୁଥିବା ରାଜ(୩୯) କୌଣସି କାମରେ ଗତରାତି ତରଭାକୁ ଯାଇଥିଲେ । ବଲାଙ୍ଗିର-ସୋନପୁର
Read More...

ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ଉଠିଲା ଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ ଆଜିଠାରୁ ସ୍ଥାନୀୟ କୋଶଳ କଳାମଣ୍ଡଳଠାରେ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ନିକଟସ୍ଥ ମଠଖାଇ ଗୁଡ଼ିରୁ ଆଜି ପ୍ରତ୍ୟୁଷରୁ ଦୀପ ଉଠିଛି । ଭୂମିକା ପରିବାର ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଚିତ୍ତରଞ୍ଜନ ଦାଶ, ସନାତନ ଠାକୁର,
Read More...

ମାନବିକତା ଦେଖାଇଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନାଯୋଗ୍ୟ ଯେ, ବସ୍ତି ବାସିନ୍ଦାଙ୍କ ରାଲିରେ ଜଣେ ଗରିବ ଶ୍ରେଣୀର ବୃଦ୍ଧା ନିଜର ଶରୀର ଅସୁସ୍ଥ ଥାଇ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଜର ଭିଟାମାଟି ବଞ୍ଚାଇବାର ଆଶାରେ ଆସି ଅସୁସ୍ଥ ହୋଇ
Read More...

ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦାବୀ ନେଇ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ସହରରେ ଶୋଭାଯାତ୍ରା କରିବା ସହ ଦାବୀପତ୍ର ପ୍ରଦାନ କରିଛି । ଜିଲ୍ଲାପାଳ, ଟାଉନଥାନା ପୋଲିସ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର
Read More...