pakka

ଦୁର୍ଗନ୍ଧରେ ଫାଟି ପଡୁଛି ମୁଖ୍ୟ ରାସ୍ତା : ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର- ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ଓଭରସିଜ୍‌ ବ୍ୟାଙ୍କ ନିକଟରେ ରାସ୍ତା କଡରେ ଅଳିଆ ଆବର୍ଜନା ଗଦା ହେଉଥିବା ଫଳରେ ଦୁର୍ଗନ୍ଧରେ ପୁରା ଅଂଚଳ ଫାଟି ପଡୁଛି । ତେବେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଏହି ଦୁର୍ଗନ୍ଧରେ ଅତିଷ୍ଟ ହୋଇପଡୁଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ବଲାଙ୍ଗିର ପୌର ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉଚିତ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

19 + 18 =