Browsing Tag

balangir news

ଡାଏଟ୍‌ ସମ୍ମିଳନୀ କକ୍ଷରେ ସିଲ ଉପରେ ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁମାନଙ୍କର ସାମଗ୍ରିକ ବିକାଶ ଓ ସକାରାତ୍ମକ ଶିକ୍ଷା ପରିବେଶ ଗଠନକୁ ଲକ୍ଷ୍ୟ କରି ୟୁଥ୍‌ କାଉନସିଲ୍‌ ଫର୍‌ ଡେଭ୍‌ଲପ୍‌ମେଣ୍ଟ ଅଲ୍‌ଟର୍‌ନେଟିଭ (ୱାଇସିଡିଏ) ପକ୍ଷରୁ ଟୁ ଫିଟ୍‌ ଅହେଡ୍‌ ଟୁଗେଦର ପ୍ରକଳ୍ପ ଅଧୀନରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷକ ସଂସ୍ଥା
Read More...

ବଲାଙ୍ଗିର ନାଗରିକ କମିଟି ଦ୍ୱାରା ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ସ୍କୁଲ ପରିସରରେ ଆଜି ବଲାଙ୍ଗିର ନାଗରିକ କମିଟି ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ବିଭାଗ ତରଫରୁ ଚାରା ଯୋଗାଇ ଦିଆଯାଇଥିଲା । ଏଥିରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ନାଗରିକ କମିଟିର ବହୁ
Read More...

ଗନ୍ଧରେଲରେ ୫ ଫୁଟିଆ ନାଗ ସାପ ଆତଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗନ୍ଧରେଲ ଗ୍ରାମରେ ବିଷଧର ନାଗ ସାପର ଆତଙ୍କ ଦେଖିବାକୁ ମିଳିଛି । ପ୍ରାୟ ୫ ଫୁଟ ଲମ୍ବର ଏକ ନାଗ ସାପ ଘର ପରିସରକୁ ପଶି ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା । ସାପଟିର ଦଂଶନରେ ଜଣେ ବ୍ୟକ୍ତିଙ୍କ ୭ଟି
Read More...

ଲୋଇସିଂହା ବ୍ଲକ ଛାତ୍ରଙ୍କ ଜାପାନ ଯାତ୍ରା

ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ପିୟୁପିଏସ୍ ଲଙ୍କାବାହାଲର ଛାତ୍ର ରାଜୁ ପଧାନ ଅଷ୍ଟମ ଶ୍ରେଣୀ ପଢୁଥିବା ସୟରେ ଗାଇଡ ଶିକ୍ଷକ କୁଶଧ୍ୱଜ ଷଡଙ୍ଗୀଙ୍କ ସାହାଯ୍ୟରେ ପ୍ରକଳ୍ପ “ହଳ ଚାଳିତ ମଞ୍ଜିବୁଣା ଯନ୍ତ୍ର”
Read More...

ଦାବି ଜଣାଇଲେ ଦେବାଳୟ ସୁରକ୍ଷା କମିଟିି

ମା' ପାଟଣେଶ୍ୱରୀ ମନ୍ଦିର ଗମ୍ଭିରା ଘର ମରାମତି ସ୍ୱତନ୍ତ୍ର ଭାବେ ହେବ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଏବଂ ୪୮ ପାଟର ଇଷ୍ଟ ଦେବୀ ମା' ପାଟଣେଶ୍ୱରୀ ରାଜ୍ୟରେ ପୂଜା ପାଇ ଆସୁଛନ୍ତି । ୧୮୭୨
Read More...

ସିଆରସି ବଲାଙ୍ଗିରରେ ବୁଲା ପଶୁ ଜନିତ ବିପଦ ପ୍ରତିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟାଙ୍ଗଜନଙ୍କ କୌଶଳ ବିକାଶ, ପୁର୍ନବାସ ଓ ସଶକ୍ତିକରଣ ପାଇଁ କମ୍ପୋଜିଟ୍ ରିଜିଓନାଲ ସେଣ୍ଟର, ବଲାଙ୍ଗିର, ଏସଭିନିରତାର, ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ, ଭାରତ ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣାଧୀନରେ
Read More...

ସିଆଇଏସ୍‌ସିଇ ସ୍କୁଲ ଗେମ ଜୋନାଲ ଟାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ପରିସରରେ ସ୍କୁଲ ଗେମ ଫେଡେରେସନ ଅଫ୍‌ ଇଣ୍ଡିଆ ଅଧିନସ୍ଥ ସିଆଇଏସ୍‌ସିଇ ଜୋନାଲ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରୀଡା
Read More...

ଏଟିଏମ୍‌ରେ ଆବଶ୍ୟକ ମୁତାବକ ଟଙ୍କା ଯୋଗାଣ ପାଇଁ ବଲାଙ୍ଗିର ନାଗରିକ କମିଟିର ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ପରିଚାଳିତ ଏଟିଏମ୍‌ ମାନଙ୍କରେ ଆବଶ୍ୟକ ମୁତାବକ ଟଙ୍କା ନ ଥିବାରୁ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସମସ୍ୟା ଉଣା ଅଧିକେ ତିନି ମାସ ହେବ ଲାଗି ରହିଛି ଓ ଗତ ୧୦ ଦିନ ହେବ ସମସ୍ୟାଟି ଉତ୍କଟ
Read More...

କପଡ଼ା ବ୍ୟବସାୟ ନାଁରେ ଚାଲିଥିଲା ଗଞ୍ଜେଇ ବେପାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର ଜିଲ୍ଲାରେ ବଡ଼ ଧରଣର ଗଞ୍ଜେଇ ଚାଲାଣ ଠାବ କରିଛି ଅବକାରୀ ବିଭାଗ । କପଡ଼ା ବ୍ୟବସାୟ ଆଳରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ତୁଷୁରା ଅବକାରୀ ଟିମ୍ ତୁଷୁରା–ଦେଓଗାଁ ରାସ୍ତାରେ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ କପଡ଼ା ଗଣ୍ଠିଲି ଭିତରୁ ୧୦
Read More...

ବଲାଙ୍ଗିରର ସମସ୍ତ ପାର୍କରେ ସିସିଟିଭି ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପାର୍କଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୌରସଂସ୍ଥା ପକ୍ଷରୁ ସ୍ଥାପିତ ସିସିଟିଭି କ୍ୟାମେରାର ଶୁଭ ଉଦ୍‌ଘାଟନ କରାଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ କରକମଳରେ ସହରର ସମସ୍ତ ପାର୍କରେ
Read More...