ରୋତ କୃଷି ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରୋତ କୃଷି ସେବା ସମବାୟ ସମିତିରେ ଚାଷୀମାନେ ତାଲା ପକାଇଥିବା ଜଣାପଡିଛି । ଚାଷୀଙ୍କ କହିବା ଅନୁସାରେ ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଅନେକ ଚାଷୀ ଟୋକନ ପାଇ ନାହାନ୍ତି । ରବି ଧାନ ବିକ୍ରି ପାଇଁ ଟୋକନ ମିଳିନଥିବାରୁ ଧାନ!-->…
Read More...
Read More...