ବହୁତ ଦିନର ସ୍ବପ୍ନ ସାକାର ହେଲା : ଆଗଲପୁର ଠାରୁ ଚାଲିବ ବସ୍
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାର ଏକ ବ୍ଲକ ହେଉଛି ଆଗଲପୁର ଯାହାକି ବଲାଙ୍ଗିର ସଦରଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ । ସ୍ୱାଧୀନତା ପରଠାରୁ ଏକ ଅନୁନ୍ନତ ବ୍ଲକ ରୂପେ ପରିଚିତ ହୋଇଆସୁଥିଲା । ଓଡିଶାରେ ବିଜେଡି ସରକାର ଗଠନ ପରଠାରୁ ବହୁ ଦିନର ସ୍ବପ୍ନ ସାକାର!-->…
Read More...
Read More...