ଭତ୍ତାଧିକାରୀଙ୍କୁ ଶୀତବସ୍ତ୍ର ସକାଶେ ମିଳିବ ୩୦୦ ଟଙ୍କା ସ୍ୱତନ୍ତ୍ର ସହାୟତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୀତ ପ୍ରକୋପକୁ ଦୃଷ୍ଟିରେ ରଖି ଶୀତ ବସ୍ତ୍ର ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ସମସ୍ତ ପ୍ରକାରର ଭତ୍ତାଧିକାରୀଙ୍କୁ ଶୀତବସ୍ତ୍ର ସକାଶେ ଡିସେମ୍ବର ମାସରେ ସେମାନଙ୍କ ମାସିକ ଭତ୍ତା ସହ ୩୦୦ ଟଙ୍କା ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ଓଡିଶା ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.

seventeen − 16 =