pakka

ବସ୍ ଟର୍ମିନାଲରେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିବା ଘଟଣାର ଅପରାଧୀକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇ ମାସ ତଳେ ବଲାଙ୍ଗିର ଇନ୍ଦିରାନଗର ଓ ନୂତନ ବସ୍ ଟର୍ମିନାଲରେ ଜଣେ ଦୁର୍ବୃତ୍ତ କେତେକ ଲୋକଙ୍କୁ ଧମକ ଚମକ ଦେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଇତି ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହ ଆଜି ଅଭିଯୁକ୍ତକୁ ନେଇ ପୁଲିସ ସିନ୍ ରିକ୍ରିଏସନ କରିଛି ।

jay balangir
Leave A Reply

Your email address will not be published.

2 × 5 =