ବରଗଡ଼ ଜିଲ୍ଲାରେ ଆଜି ୨୫୩ ସଂକ୍ରମିତ ସୁସ୍ଥ ହେଲେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଜି ସୁଦ୍ଧା ୨୮୫୯୭ ଜଣ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଏ ପର୍ୟ୍ୟନ୍ତ ୨୬୮୨୬ ସୁସ୍ଥ ହୋଇଥିବା ବେଳେ ୨୭୧୯ ଜଣ ଘରେ ଓ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଜିଲ୍ଲାରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ଆଜି ଜିଲ୍ଲାରେ ୧୨୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୩ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

4 × five =