ଦେଓଗାଁ ବ୍ଲକରେ ଆଜି ମାତ୍ର ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଭଳି ଆଜି ମଧ୍ୟ ଦେଓଗାଁ ବ୍ଲକ ୨୬ଟି ପଞ୍ଚାୟତ ମଧ୍ୟରୁ ୨୪ଟି ପଞ୍ଚାୟତରେ ସଂକ୍ରମଣ ଶୂନ୍ୟ ରହିଛି । ଆଜି ବ୍ଲକର ଗୁଡ଼ଖାପଲା ଓ ଦେଷଣ୍ଢ ପଞ୍ଚାୟତରୁ ଜଣେ ଲେଖାଏଁ ଭାବେ ମୋଟ ମାତ୍ର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଆଜି ସରକାରୀ ରିପୋର୍ଟ ଆସିଛି ।

Leave A Reply

Your email address will not be published.

9 + sixteen =