pakka

ଡାକ୍ତର ରାମକୃଷ୍ଣ ପୁରୋହିତଙ୍କ ତରଫରୁ ଆୟୋଜିତ ହୋଇଥିବା ତ୍ରିରଙ୍ଗା ଯାତ୍ରାକୁ ମିଳିଲା ବିପୁଳ ସଫଳତା

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସହରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ ପୁରୋହିତ ଜେନେରାଲ ହସପିଟାଲ ପକ୍ଷରୁ ଆୟୋଜିତ ହୋଇଥିଲା ତ୍ରିରଙ୍ଗା ଯାତ୍ରା । ଏହି ଯାତ୍ରାରେ ରାଜନୈତିକ ଅଣରାଜନୈତିକ ଦଳର କର୍ମକର୍ତ୍ତା ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ସଂଗଠନମାନେ ଯୋଗଦେଇ ହାତରେ ତ୍ରିରଙ୍ଗା ଧରି ଅଗ୍ରଗାମୀ ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ । ସମସ୍ତଙ୍କ ପାଇଁ ପୁରୋହିତ ହସପିଟାଲ ପକ୍ଷରୁ ଜଳପାନର ବ୍ୟବସ୍ଥା କରାଯାଇଥିଲା । ଏସ୍‌ପି ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ ଏବଂ ଡାକ୍ତର ରାମକୃଷ୍ଣ ପୁରୋହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

10 + 11 =