pakka

ରାଜବୋଡାସମ୍ବର ଖେଳପଡିଆରେ ନିଯୁକ୍ତି ମେଳା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବରଗଡ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ପଦ୍ମପୁର ରାଜବୋରାସମ୍ବର ହାଇସ୍କୁଲ ପଡିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ପଦ୍ମପୁର ରାଜ ବୋଡସେମ୍ବର ବିଡିଓ ଶଙ୍କର୍ଷଣ ବେହେରା ଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ନିଯୁକ୍ତି ମେଳାରେ ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକରୁ ଅନେକ ବେକାର ଯୁବକ ଯୁବତୀମାନେ ନିଜ ନିଜର ଯୋଗ୍ୟତା ଅନୁସାରେ ବିଭିନ୍ନ କର୍ମ ନିଯୁକ୍ତି ଯୋଜନାରେ ନିଜର ନାମ ପଞ୍ଜିକରଣ କରିଥିଲେ ।

jay balangir
Leave A Reply

Your email address will not be published.

fourteen − thirteen =

error: Content is protected !!