pakka

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଗାର୍ଡେନରୁ ଉଦ୍ଧାର ହେଲା ୩ ଫୁଟ୍‌ ୨ ଇଞ୍ଚ ଲମ୍ବର ନାଗ ସାପ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଗାର୍ଡେନରୁ ଗତକାଲି ଏକ ୩ ଫୁଟ୍‌ ୨ ଇଞ୍ଚ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି । ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଗାର୍ଡେନରେ ଏକ ସାପ ବୁଲୁଥିବା ଦେଖବାକୁ ମିଳିଥିଲା ତେବେ ଏହାକୁ ଦେଖି ବିଶ୍ୱ ବିଦ୍ୟାଳୟର କର୍ମଚାରୀ ଦେବରାଜ ନାଗ ସାପକୁ ଧରି ନିକଟସ୍ଥ ଧୁମାମରା ଚାନ୍ଦିଲି ଜଙ୍ଗଲଠାରେ ଛାଡି ଦେଇଥିବା ସେ କହିଛନ୍ତି ।

jay balangir
Leave A Reply

Your email address will not be published.

10 − five =