ls

ହିଟ୍ ୱେଭ୍ ମୁକାବିଲା ପାଇଁ ପଦକ୍ଷେପ

2020

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହିଟ୍ ୱେଭ୍ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ୍ ସହିତ ଓଆରଏସ୍ ଗଚ୍ଛିତ ରଖାଯାଇଛି । ଅଧିକ ଉତ୍ତାପ ପରିସ୍ଥିତିରେ ୧୧ଟାରୁ ୩ଟା ଭିତରେ ଶ୍ରମିକମାନଙ୍କ କାର୍ୟ୍ୟ ବାରଣ କରାଯିବ । ପାନୀୟ ଜଳ ଯୋଗାଣ, ନଳକୂପ ମରାମତି ଇତ୍ୟାଦି କାର୍ୟ୍ୟ ତ୍ୱରା‌ନ୍ୱିତ କରାଯିବ । ରାଜ୍ୟ ସୂଚନା ଓ ଲୋକ ସ‌ର୍ମ୍ପ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.