ls

ଗର୍ଭବତୀଙ୍କୁ ୩ କିମି ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ

2020

ମୟୂରଭଞ୍ଜ : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଳାଇବା ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ଏସ୍‌ପି ନିଲମ୍ବିତ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କ ନିର୍ଦ୍ଦେଶରେ ଯୋଗୁଁ ଜଣେ ଗର୍ଭବତୀ ୩ କିମି ଚାଲି ଚାଲି ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲେ । ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସ୍‌ପି ଗତକାଲି ତାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।

Leave A Reply

Your email address will not be published.