Browsing Tag

mayurbhanj news

ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ

ମୟୁରଭଂଜ : ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ । ସୂଚନା ଅନୁସାରେ ମୟୁରଭଂଜ ଶୁଲିଆପଦା ଥାନାରେ ଅମାନବୀୟ ଘଟଣା ଘଟାଇଥିବା ପୋଲିସ କନେଷ୍ଟବଳ ଅନନ୍ତ ବିଶ୍ୱାଳ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ବାପ-ଝିଅଙ୍କୁ ସରକାରୀ କ୍ୱାର୍ଟରରେ ବନ୍ଦ ରଖି ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ବନ୍ଧା
Read More...

ଲାଞ୍ଚ ନେବା ବେଳେ ରାଜସ୍ୱ ନୀରିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ରାଜସ୍ୱ ନୀରିକ୍ଷକ ରାକେଶ ପାତ୍ର ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି ।
Read More...

ବିଜେପି ପକ୍ଷରୁ ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମୟୂରଭଞ୍ଜ : ଆଜି ବିଜେପି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ବେଳେ ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ରାଇରଙ୍ଗପୁର, କରଞ୍ଜିଆ, ଉଦଳାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ
Read More...

ଅନ୍ଧାରରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ମୟୂରଭଞ୍ଜ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଯୋଗ ଦେଇଥିବା ବେଳେ ତାଙ୍କ ଅଭିଭାଷଣ ରଖିବା ସମୟରେ ବିଜୁଳି କଟିବା ଯୋଗୁଁ ପ୍ରାୟ ୯ ମିନିଟ୍‌ ଅନ୍ଧାର ହୋଇଯାଇଥିଲା । ବିଜୁଳି ଚାଲିଯିବା ଯୋଗୁଁ ହଲ୍‌ରେ ଉପସ୍ଥିତ କେହି ମଧ୍ୟ
Read More...

ଶିମିଳିପାଳ ଅଭୟାରଣ୍ୟରେ ବାଘ ଛୁଆର ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ କଲରାପତରିଆ ବାଘ ଛୁଆର ମୃତଦେହ ଉଦ୍ଧାର ହୋଇଛି । ବନ ବିଭାଗ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଥିବା ଜଣାପଡିଛି । ଏହାର ବୟସ ଦେଢ଼ ମାସ ହେବ । ବାଘର କେମିତି ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ସୂଚନା
Read More...

ବନ୍ଧୁକ ଦେଖାଇ ଲୁଟ୍‌ ଅଭିଯୋଗ

ମୟୂରଭଞ୍ଜ : ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ, ୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି
Read More...

ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ମୟୂରଭଞ୍ଜ : ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ୨୦୧୭ ମସିହାରେ ଏକ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ମୟୂରଭଞ୍ଜ ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ
Read More...

ବ୍ରାଉନସୁଗାର ଜବତ : ୩ ଗିରଫ

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୦ ହଜାର ଟଙ୍କାର ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି । ଏନେଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା
Read More...

ଶିମିଳିପାଳରୁ ୨ ଦେଶୀ ବନ୍ଧୁକ ଜବତ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ସମୟରେ ଶିମିଳିପାଳ ଅଭ୍ୟୟାରଣ୍ୟ ମଧ୍ୟରୁ ୨ ଦେଶୀ ବନ୍ଧୁକ ଜବତ କରିଛି । ଅଭୟାରଣ୍ୟର କମ୍ପାର୍ଟମେଣ୍ଟ ଇଡି-୪ର ଚୁନଭାଟି- ଖଲାଡି ଅଞ୍ଚଳରେ ଥିବା ପାଦଚଲା ରାସ୍ତାରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ପୂର୍ବରୁ
Read More...

କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ

ମୟୂରଭଞ୍ଜ : ଉଦଳା ନିକଟସ୍ଥ ରାଇଡିହି ଗାଁରେ ଏକ ଅଘଟଣ ଘଟିଛି । ଗୋଟିଏ କଚ୍ଚାଘର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ମୃତ ଭାଇଭଉଣୀ ନାବାଳକ ବୋଲି ଜଣାପଡ଼ିଛି । ଭାଇର ବୟସ ୬ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି
Read More...