Browsing Tag

mayurbhanj news

କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ

ମୟୂରଭଞ୍ଜ : ଉଦଳା ନିକଟସ୍ଥ ରାଇଡିହି ଗାଁରେ ଏକ ଅଘଟଣ ଘଟିଛି । ଗୋଟିଏ କଚ୍ଚାଘର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ମୃତ ଭାଇଭଉଣୀ ନାବାଳକ ବୋଲି ଜଣାପଡ଼ିଛି । ଭାଇର ବୟସ ୬ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି
Read More...

ସାଇବର ଠକକୁ ଧରି କୋର୍ଟ ଚାଲାଣ କଲା ପୋଲିସ

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମର ଜଣେ ଯୁବକଙ୍କୁ ସାଇବର ଠକେଇ ଅଭିଯୋଗରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେ ହେଲେ ଚାରୁଚନ୍ଦ୍ର ସିଂଙ୍କ ପୁଅ ତୁଫାନ । ଏନେଇ ଥାନାରେ ଏକ ମାମଲା (ନଂ.୨୧୪/୨୨) ରୁଜୁ ହୋଇଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ୩
Read More...

ଥଇଥାନ ହେଲେ ଚାରି ଅନାଥ ଶିଶୁ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରରୁଆ ବ୍ଲକ ବୈଦ୍ୟନାଥ ପଞ୍ଚାୟତ ମୁକୁନା ଗାଁର ଲେମ୍ବୁ ମୁଣ୍ଡା ଓ ପାର୍ବତୀ ମୁଣ୍ଡାଙ୍କ ଚାରିଜଣ ପୁଅ ଝିଅଙ୍କୁ ନେଇ ବେଶ ସୁଖରେ ଘର ସଂସାର ଚାଲିଥିଲା । ହେଲେ ଦଇବର ବିଚିତ୍ର ଲୀଳା । ହସଖୁସିରେ ଚାଲୁଥିବା ପରିବାରକୁ ଯେମିତି କାହାର ନଜର ଲାଗିଗଲା । ହଠାତ୍‌
Read More...

ସଡକ ଦୁର୍ଘଟଣା : ୨ ଡ୍ରାଇଭର୍ ଗୁରୁତର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ପୋଲ ନିକଟରେ ଆଜି ସକାଳ ୬ ଟାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର
Read More...

କୂଅ ଭିତରେ ପଡ଼ିଥିବା ବୃଦ୍ଧଙ୍କୁ ଦୀର୍ଘ ୧୬ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କେଁଝରା ଗାଁରେ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଇଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ସାହାରପଡାର ରାମଚନ୍ଦ୍ର ଦାସ ନିଜ ସମ୍ପର୍କୀୟଙ୍କ ଘରକୁ ଯିବା
Read More...

ସଡକ ଦୁର୍ଘଟଣା, ଦୋକାନ ଘର ଭିତରକୁ ପଶିଗଲା ଯାତ୍ରୀବାହୀ ବସ୍‌

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାଜ୍ୟ ରାଜପଥର ବୃନ୍ଦାଗଡି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୋକାନ ଘର ଭିତରକୁ ଏକ ଯାତ୍ରୀବାହୀ ବସ୍ ପଶିଯାଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ବାଇକ୍ ବସ୍‌ ସାମ୍ନାକୁ ଚାଲି ଆସିବାରୁ ଦୁର୍ଘଟଣା ଘଟିଥିବା
Read More...

ଜମି ବାବଦକୁ ନେଇ ହଣାକଟା : କକାକୁ ହାଣିଲା ପୁତୁରା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଳା କରଞ୍ଜିଆରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଜମିବାଡି ବାବଦକୁ ନେଇ ହଣାକଟା ହୋଇଥିବା ଜଣାପଡିଛି । କରଞ୍ଜିଆ ଥାନା କିଆ ଗାଁରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏକ ପରିବାରେ ଜମିବାଡି ବାବଦକୁ ନେଇ କକା ଓ ପୁତୁରା ମଧ୍ୟରେ କଳହ
Read More...

ବିପୁଳ ପରିମାଣରେ ଶାଗୁଆନ୍‌ କାଠ ଜବତ : ଡ୍ରାଇଭର ଗିରଫ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋଧିମରା ଛକରେ ବିପୁଳ ପରିମାଣରେ ଶାଗୁଆନ କାଠ ସହ ଗୋଟିଏ ଭୁଜାଲି ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଶାଗୁଆନ୍ କାଠ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚଢାଉ
Read More...

ନାମାଙ୍କନ ପତ୍ର ଖାରଜ ପରେ ଧାରଣାରେ ବସିଲେ ଆଶାୟୀ ସରପଂଚ ପ୍ରାର୍ଥିନୀ

ମୟୁରଭଂଜ : ନାମାଙ୍କନ ପତ୍ର ଖାରଜ ପରେ ଧାରଣାରେ ବସିଛନ୍ତି ଆଶାୟୀ ସରପଂଚ ପ୍ରାର୍ଥିନୀ ତନ୍ମୟୀ ହାଁସଦା । ନାମାଙ୍କନ ଦାଖଲ ପରେ ଯାଂଚ ପ୍ରକିୟାରେ ଆଶାୟୀ ସରପଂଚ ପ୍ରାର୍ଥିନୀ ତନ୍ମୟୀ ହାଁସଦାଙ୍କ ନାମାଙ୍କନ ଖାରଜ ହେବା ପରେ ସରପଂଚ ପ୍ରାର୍ଥିନୀ ଜଣଙ୍କ ଧାରଣା ଦେଇଛନ୍ତି । ଏପରିକି ପୁନଃ
Read More...

ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର ଲୁଲୁଙ୍ଗ ପ୍ରବେଶ ଫାଟକ ଦେଇ କୌଣସି ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ ନାହିଁ । ବର୍ଷା ତଥା କୋହଲା ପାଗ ପାଇଁ ଶିମିଳିପାଳ
Read More...