oom

ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ଦଳ ନେତା

jsmm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗତକାଲି ପୂର୍ବାହ୍ନରେ ଗୃହ ମୁଲତବୀ ହେବା ପରେ ଚାଷୀଙ୍କ ଧାନ କିଣା ଦୁର୍ନୀତିରେ ଲିପ୍ତ ଅଧିକାରୀ, ଅସାଧୁ ବ୍ୟବସାୟୀ ଏବଂ ମାଲିକ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନଷ୍ଠାନ ତଥା ମଣ୍ଡିରେ ପଡି ରହିଥିବା ଧାନ ଶୀଘ୍ର ଯିବା ଦାବୀରେ କଂଗ୍ରେସ ବିଧାୟକ ଦଳ ନେତା ମାନେ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ମୂର୍ତ୍ତି ତଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଧାରଣାରେ ବସିଥିଲେ ।

jittmm
Leave A Reply

Your email address will not be published.