p purohi

ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲା ଆଜି ପ୍ରକାଶ ପାଇବ ଚୁଡ଼ାନ୍ତ ରାୟ

dr. purohit
  • ପୁଞ୍ଜିଲାଲକୁ ସଜା ନା ମାଫି

ପାଟଣାଗଡ଼, (ଅଶୋକ କୁମାର ବାଗ) : ବହୁତ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲାରେ ଆଜି ପାଟଣାଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ କୋଟରେ ଚୂଡାନ୍ତ ରାୟ ପ୍ରକାଶ ପାଇବ ଏହି ପରିପକ୍ଷୀରେ ବଲାଙ୍ଗିର ଜେଲରୁ ପୁଞ୍ଜିଲାଲକୁ କଡାସୁରକ୍ଷା ବଳୟ ଭିତରେ ପାଟଣାଗଡ କୋର୍ଟକୁ ସକାଳ ୮ଟା ୨୦ରେ ଅଣାଯାଇଥିଲା । ପୀଡିତା ପରିବାରଙ୍କ ତରଫରୁ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ ଏବଂ ଅଭିଯୁକ୍ତ ପୁଞ୍ଜିଲାଲ ତରଫରୁ ପ୍ରମୋଦ ମିଶ୍ରଙ୍କ ସୋହଯୋଗୀ କୋର୍ଟରେ ଉପସ୍ଥିତ ଅଛନ୍ତି । ନ୍ୟାୟ ପାଇଁ ଆଶାବାଦୀ ପୀଡିତାଙ୍କ ପରିବାର ଥିବାବେଳେ ପୁଞ୍ଜିଲାଲ ତରଫରୁ ତାଙ୍କ ପରିବାର ଏହି ମାମଲାରେ ସମ୍ପୃକ୍ତ ନଥିବା କହୁଛନ୍ତି । ତେବେ ଚୂଡାନ୍ତ ଫଳାଫଳ ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି ।

nrusinghnath
Leave A Reply

Your email address will not be published.