pakka

ବାଣ ଭିଡ଼ିବା ବେଳେ ଅଘଟଣ : ଯୁବକ ଗୁରୁତର ଆହତ

bbehera

ଢ଼େଙ୍କାନାଳ : ଦୀପାବଳି ଦିନ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ବାଣ ଭିଡ଼ା ସମୟରେ ହାତରେ ଫୁଟି ଯାଇଥିଲା ବାଣ । ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି । ଆହତ ଯୁବକ ଜଣକ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ ବାଣ ଭିଡ଼ୁଥିଲେ । ଏହି ସମୟରେ ବାଣ ତାଙ୍କ ହାତରେ ଫାଟିଯାଇଥିଲା। ଏଥିରେ ଦିଗନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି ।

Leave A Reply

Your email address will not be published.

four × 4 =