pakka

ଦେଢ଼ କୋଟି ଟଙ୍କାର ମୋବାଇଲ ଡକାୟତ ଗିରଫ, ୧୫୦୦ରୁ ଅଧିକ ମୋବାଇଲ୍‌ ଫୋନ୍ ଉଦ୍ଧାର

ନୋଏଡା : ନୋଏଡାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ମଥୁରା ପୋଲିସର ମିଳିତ ଚଢ଼ଉରେ ୧.୫୮ କୋଟି ଟଙ୍କାର ୧,୫୮୯ ମୋବାଇଲ୍ ଫୋନ୍ ଜବତ୍‌ କରିବା ସହିତ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଡ଼କାୟତମାନେ ନୋଏଡାରୁ ବାଙ୍ଗାଲୋର ରାସ୍ତାରେ ଡକାୟତି ଘଟଣା ଘଟାଇଥିଲେ। ଏହାପୂର୍ବରୁ ଯାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କାର ମୋବାଇଲ୍‌ ଫୋନ ଲୁଟିବା, ଟ୍ରକ ଲୁଟିବା ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.

13 − ten =