ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ୟୁଜି ଓ ପିଜି କ୍ଲାସ୍ ଆସନ୍ତା ୨ ମଇ, ୨୦୨୨ ପର୍ଯ୍ୟନ୍ତ ସାମୟିକ ଭାବରେ ବନ୍ଦ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ୟୁଜି ଓ ପିଜି କ୍ଲାସ୍ ଆସନ୍ତା ୨ ମଇ, ୨୦୨୨ ପର୍ୟ୍ୟନ୍ତ ସାମୟିକ ଭାବରେ ବନ୍ଦ ରହିବ । ତେବେ କଲେଜ ଓ ବିଶ୍ବ ବିଦ୍ୟାଳୟରେ ପରୀକ୍ଷା, ମୂଲ୍ୟାୟନ, ରିସର୍ଚ୍ଚ ଇତ୍ୟାଦି କାର୍ୟ୍ୟକ୍ରମ ଜାରି ରହିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.