ଲିଟିଲ ଫ୍ଲାୱାର ସ୍କୁଲ ଏବଂ ପାର୍ବତୀଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନରେ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟଙ୍କ ତରଫରୁ ଖ୍ରୀଷ୍ଟମାସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ପାର୍ବତୀଗିରି ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନରେ ବଲାଙ୍ଗିର ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ଶ୍ରୀ ପୱନ କୁମାର ତିୱାରୀ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ, ଅନ୍ତେବାସିନୀ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ ସହ କେକ୍‌ କାଟି ଖ୍ରୀଷ୍ଟମାସ ପାଳନ କରିଥିବା ବେଳେ ଲିଟିଲ ଫ୍ଲାୱାର ସ୍କୁଲକୁ ମଧ୍ୟ ଯାଇ ଖ୍ରୀଷ୍ଟମାସ ପାଳନ କରିଥିଲେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ଶ୍ରୀ ତିୱାରୀ ।

jittmm
Leave A Reply

Your email address will not be published.