oom

ପକ୍ଷାଘାତ ରୋଗୀ ଓ ତାଙ୍କ ପରିବାରକୁ ଭେଟିଲେ ବିଧାୟକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ପାଞ୍ଚ କର୍ତ୍ତି ସାହିର ଅଜୟ କୁମାର ବେହେରା ପକ୍ଷାଘାତ ରୋଗରେ ପୀଡିଡ଼ ଅଛନ୍ତି । ଗତକାଲି ଦଳର ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଜୟଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ମେଡିକାଲ ନେବା ଲାଗି ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳର ଯୁବ ନଗର ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସଙ୍କ ସାଙ୍ଗରେ ଆଲୋଚନା କରିଥିଲେ । ଏଥିସହ ବିଧାୟକ ପକ୍ଷାଘାତ ରୋଗୀ ଅଜୟଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.