ଭୁବନେଶ୍ୱର, (କେପିଏନ୍ଏସ୍) : କରୋନା ପରିପ୍ରେକ୍ଷୀରେ ହୋଲି ପାଳନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବାହାରକୁ ଯିବା ନାହିଁ, କାହାରିକୁ ସ୍ପର୍ଶ କରିବା ନାହିଁ, ଯଥା ଦୂରତା ରକ୍ଷାକରି ପବିତ୍ର ହୋଲି ପାଳନ କରିବା । ଭଲ ଭାବରେ ସାବୁନରେ ହାତ ଧୋଇବା ଏବଂ ମାସ୍କ ପରିଧାନ କରିବା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Prev Post