jsm

ଛତ୍ରପୁର ଓକିଲ ସଙ୍ଘ ନିର୍ବାଚନ

csstore

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ଓକିଲ ସଙ୍ଘର ନୂତନ କର୍ମକର୍ତା ନିର୍ବାଚନ ଶନିବାର ସନ୍ଧ୍ୟାରେ ଘୋଷିତ ହୋଇଯାଇଛି । ସଙ୍ଘର ସଭାପତି ଭାବେ ପ୍ରଦୀପ କୁମାର ପାଢ଼ୀ, ଉପ -ସଭାପତି ଭାବେ ଚୈତନ୍ୟ ପ୍ରଧାନ, ସମ୍ପାଦକ ଭାବେ ଏଲ. ଗୋପାଲ ରାଓ, ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୟ କୁମାର ବେହେରା, ସହସଂପାଦକ ଭାବେ ଅପସାର ଜାନ, ଲାଇବ୍ରେରୀ ସମ୍ପାଦକ ଭାବେ ସୁରେଶ କୁମାର ପଟ୍ଟନାୟକ, କାର୍ୟ୍ୟକାରୀ ସଦସ୍ୟ ଭାବେ ଭୈରବୀ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି ।

yuvodaya
Leave A Reply

Your email address will not be published.