କରୋନାରେ ଆକ୍ରାନ୍ତ ହେଲେ ଅଭିନେତା କାର୍ତ୍ତିକ

ମୁମ୍ବାଇ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏଥିସହ କରୋନାରୁ ଶୀଘ୍ର ଭଲ ହେବା ଲାଗି ପ୍ରାର୍ଥନା କରିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛ‌ନ୍ତି । କାର୍ତ୍ତିକଙ୍କ ପୂର୍ବରୁ ଅଭିନେତା ରଣବୀର କପୁର ଏବଂ ମନୋଜ ବାଜପେୟୀ, ଆଶିଷ ବିଦ୍ୟାର୍ଥୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି ।

Leave A Reply

Your email address will not be published.