‘ୟୁନିଭର୍ସିଟି ଅଫ୍ ଦି ଇୟର୍’ ସମ୍ମାନ ପାଇଲା ଆଇଆ‌ଇଟି ଭୁବନେ‌ଶ୍ୱର

ଭୁବନେ‌ଶ୍ୱର : ସଫଳତା ହାସଲ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିସି) ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଆଇଆଇଟି ଭୁବନେ‌ଶ୍ୱରକୁ ୟୁନିଭର୍ସିଟି ଅଫ୍‌ ଦି ଇୟର୍ ସମ୍ମାନ ପ୍ରଦାନ କରାଯାଇଛି । ତେବେ ଏହି ସମ୍ମାନ ୧୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ମିଳିଛି । ଏହି ଅବସରରେ ୧୧ଟି ବର୍ଗରେ ସମ୍ମା‌ନ ପ୍ରଦାନ କରାଯାଇଥିବାବେଳେ ଆ‌ଇଆଇଟି ଭୁବନେଶ୍ବରକୁ ଏହି ସମ୍ମାନ ମିଳିଛି ।

Leave A Reply

Your email address will not be published.