ଆୟୋଜିତ ହେବ ‘କୃଷି ଓଡିଶା’ : ବିଷୟବସ୍ତୁ ରହିଛି ‘ସମ‌ନ୍ୱିତ ଚାଷ, କୃଷକଙ୍କ ବିକାଶ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ “କୃଷି ଓଡିଶା” ମାର୍ଚ୍ଚ ୧୫ରୁ ୧୯ ପର୍ୟ୍ୟନ୍ତ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସମନ୍ବିତ ଚାଷ, କୃଷକଙ୍କ ବିକାଶ’ । ଏହି ପରିପ୍ରେକ୍ଷୀରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.