Yearly Archives

2026

ଚାକିରି ଆଶାୟୀ ଏସସି/ଏସଟି ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ କମ୍ପ୍ୟୁଟର ତାଲିମ ସୁଯୋଗ

ନେସନାଲ କ୍ୟାରିଅର ସର୍ଭିସ୍ ସେଣ୍ଟର ପକ୍ଷରୁ ମାଗଣା ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନ ଆହ୍ୱାନ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଏସସି/ଏସଟି ନେସନାଲ କ୍ୟାରିଅର ସର୍ଭିସ୍ ସେଣ୍ଟର ପକ୍ଷରୁ ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଯୁବକଯୁବତୀଙ୍କ ପାଇଁ
Read More...

ଇଟାଲୀର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ମହାମହିମ ରାଷ୍ଟ୍ରପତି ଶ୍ରୀ ସର୍ଗିଓ ମାଟାରେଲାଙ୍କୁ ରୋମ୍‌ସ୍ଥିତ ରାଷ୍ଟ୍ରପତି ଭବନ କ୍ୱିରିନାଲେ ପ୍ୟାଲେସରେ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବାରେ
Read More...

ଭାରତ-ଇଟାଲୀ ମିଳିତ ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ଇଟାଲୀ ଗଣରାଜ୍ୟର ମନ୍ତ୍ରୀ ପରିଷଦର ପ୍ରେସିଡେଣ୍ଟ ଜିଓର୍ଜିଆ ମେଲୋନିଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯-୨୦ ମେ ୨୦୨୬ ରେ ଇଟାଲୀକୁ ଏକ ସରକାରୀ ଗସ୍ତ କରିଥିଲେ। ୨୦୨୪ ଜୁନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜି୭ ଶିଖର ସମ୍ମିଳନୀ ପାଇଁ
Read More...

ବଣ ମଲ୍ଲୀ ପ୍ରତିଭାକୁ ସ୍ୱୀକୃତି ଦେଲେ ଜିଲ୍ଲାପାଳ

ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବଣମଲ୍ଲୀର ବାସ୍ନା ଅତ୍ୟନ୍ତ ନିଆରା ଏହା ସମସ୍ତେ ଜାଣନ୍ତି । କିନ୍ତୁ ସେହି ପ୍ରତିଭାକୁ ଖୋଜିବାକୁ ଚିହ୍ନିବାକୁ ଆଗେଇ ଆସନ୍ତି ଖୁବ୍ କ୍ୱଚିତ୍ ଲୋକ ।
Read More...

ଧରାପଡିଲେ ତମ୍ବା ତାର ଚୋର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବେଦାନ୍ତ ପମ୍ପ୍‌ ହାଉସ୍‌ର ବିଦ୍ୟୁତ୍ ସବ୍‌ଷ୍ଟେସନ୍‌ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା । ଏନେଇ ବେଦାନ୍ତର ସାଇଟ୍‌ ଇନ୍‌ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ
Read More...

ବିଶିଷ୍ଟ ଶ୍ରମିକ ନେତା, ସିଟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ସ୍ମରଣେ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି…

କମ୍ରେଡ୍ ବିଷ୍ଣୁ ମହାନ୍ତିଙ୍କ ବିୟୋଗ ଶ୍ରମିକ ଆନ୍ଦୋଳନର ଏକ ଯୁଗର ଅବସାନ - ତପନ୍ ସେନ୍ଜନ ଆନ୍ଦୋଳନ ଓ ଶ୍ରମିକ ଆନ୍ଦୋଳନକୁ ବଳିଷ୍ଠ କଲେ ତାହା ତାହା ହେବ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି - ସୁରେଶ ପାଣିଗ୍ରାହୀ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିପ୍ଳବୀ ଶ୍ରମିକ ନେତା, ମେହନତି
Read More...

ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମାଧବ ନଗର ଶାଖା ଓ ରାଉରକେଲା କଲେଜ ରାଉରକେଲାର ମିଳିତ ଆନୁକୂଲ୍ୟରେ ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ଓ ସମ୍ପାଦିକା ଅଳକା
Read More...

ଯୁକ୍ତଦୁଇ ବାର୍ଷିକ ପରୀକ୍ଷାରେ ମହାବୀର କଲେଜର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତଦୁଇ ବାର୍ଷିକ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଯାଇଛି । ବିଗତ ବର୍ଷ ଗୁଡ଼ିକ ପରି ଏହି ବର୍ଷ ମଧ୍ୟ ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ବର୍ଷ କଲେଜର ପାସ ହାର
Read More...

ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ଏମ୍‌ସିଏଲ୍‌ ପ୍ରତିନିଧି ହେଲେ ରାଜେଶ ରାୟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ମହାନଦୀ କୋଲ ଫିଲ୍ଡ ସୁନ୍ଦରଗଡ଼ ପ୍ରତିନିଧି ଭାବେ ରାଜେଶ ରାୟଙ୍କୁ ମଙ୍ଗଳବାର ଘୋଷଣା କରାଯାଇଛି । ସ୍ଥାନୀୟ ଶ୍ରମିକ କର୍ମଚାରୀମାନଙ୍କ ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗରେ ପ୍ରତିନିଧି ଭାବେ ଶ୍ରୀ ରାୟ ସାଂସଦ ପ୍ରତିନିଧିତ୍ୱ
Read More...

ଓଡ଼ିଶା ମେଟାଲିକ ବିରୋଧରେ ଗର୍ଜିଲେ ମହିଳା ଓ ଅଂଚଳବାସୀ : ଜଙ୍ଗଲ ଜମି ଉଦ୍ଧାର ନହେଲେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ…

​ରାଉରକେଲା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟା ଠାରେ ଥିବା ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଦ୍ୱାରା ବେଆଇନ ଜଳ ଶୋଷଣ, ନଦୀ ପ୍ରଦୂଷଣ ଏବଂ ଜଙ୍ଗଲ ଜମି ଜବରଦଖଲ ପ୍ରତିବାଦରେ ଜମେରା, ଇବ୍, ମରାକୁଟା ଓ ବୁଢ଼ାପଦରର ଶତାଧିକ ଗ୍ରାମବାସୀ
Read More...