Yearly Archives

2026

ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୂସଦନ ପାଠାଗାର ଛେଣ୍ଡ ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଗାଳ୍ପିକ ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ବିଦ୍ୟୁତ୍ ଯୋଗାଣ ଏବଂ ରିଲିଫ୍ ଦାବି କରି ରାସ୍ତା ଅବରୋଧ କଲେ ବସ୍ତି ବାସିନ୍ଦା

ରାଉରକେଲା, (ସସ୍ମିତା ପ୍ରଧାନ) : ସୋମବାର ଅପରାହ୍ନରେ କାଳବୈଶାଖୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ିବା ସହିତ କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଯାଇଥିଲା । ଘୂର୍ଣ୍ଣିଝଡ଼ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ସେକ୍ଟର-୨ ଖରିଆବାହାଲ ବସ୍ତି, ଗଞ୍ଜୁ ବସ୍ତି,
Read More...

ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଓରମାସ୍ ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ “୧୦କେ ଏଫ୍‌ପିଓ” କାର୍ଯ୍ୟକ୍ରମ ଅଧୀନରେ କୃଷକମାନଙ୍କ ଜୀବିକା ସୁଦୃଢ କରିବା ଏବଂ କୃଷିଜାତ ଉତ୍ପାଦର ବଜାର ସଂଯୋଗ ସୁନିଶ୍ଚିତ କରିବାକୁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି
Read More...

ନୂଆପଡ଼ାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ

ମେ ୩୦ରୁ ଜୁନ ୨୮ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ନୂଆପଡ଼ା-୭୧ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର) ପ୍ରକ୍ରିୟା ଅନ୍ତର୍ଗତ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ଆଜି ଏକ ପ୍ରଶିକ୍ଷଣ
Read More...

ବରଗଡ଼ ଧନୁଯାତ୍ରା ତୋରଣରେ ବ୍ୟାପକ ଅନିୟମିତତା : ଭିଜିଲାନ୍ସ ତଦନ୍ତ ଦାବି କଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପିଡବ୍ଲ୍ୟୁଡ଼ି ଡିଭିଜନ ଅଧୀନରେ ଧନୁଯାତ୍ରା ଗେଟ୍ ନିର୍ମାଣରେ ଦୁର୍ନୀତି, ନିମ୍ନମାନର କାମ ଏବଂ ଅଫଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ଗତ ଧନୁଯାତ୍ରା ମହୋତ୍ସବ ସମୟରେ
Read More...

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ କାଟ୍‌ ଯୋଗୁଁ ଛଟପଟ ହେଉଛନ୍ତି ପଡାବାସୀ

ବରଗଡ, (ମୁନ୍ନା ସାହୁ) : ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ କାଟ । ୩ ଦିନ ହେଲା ବିଦ୍ୟୁତ କାଟ୍‌ ପାଇଁ ଛଟପଟ ହେଉଛନ୍ତି ବରଗଡ଼ ୱାର୍ଡ ନମ୍ବର ୧ର ବାସିନ୍ଦା । ବରଗଡ଼ରେ ଝଡ଼ ତୋଫାନ ପରେ ପଡାରେ ବିଦ୍ୟୁତ କାଟ ହୋଇଥିଲା । ବଡ଼ ବଡ଼ ଗଛ ପଡ଼ିଯାଇ ତାର ଛିଣ୍ଡି ଯାଇଥିବା ବେଳେ ଗତ ୩ ଦିନ ହେଲା
Read More...

ସମାଜସେବୀ ଶିବ ନାରାୟଣ ରଥଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ ହୃଦ୍‌ଘାତ ଯୋଗୁଁ ସ୍ୱର୍ଗାରୋହଣ କରିଥିବା ବଲାଙ୍ଗିର ରାଜେନ୍ଦ୍ରପଡ଼ା ଦୁର୍ଗାପୂଜା କମିଟିର ସକ୍ରିୟ ସଦସ୍ୟ ତଥା ସମାଜସେବୀ ଶିବ ନାରାୟଣ ରଥଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜେନ୍ଦ୍ରପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ଏକ
Read More...

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ

କଟକ, (କେପିଏନ୍‌ଏସ୍‌) : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, କଟକ ସଦର ଥାନା ହରିଅନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିମଳ ମହୁରା ଗହୀରରେ ସକାଳୁ ସକାଳୁ ତିନିଗୋଟି ବଡ଼ ହରିଣ ବୁଲୁଥିବାର ଦେଖିବାକୁ ମିଳିଛି ।
Read More...

ଜୟପାଟଣାରେ ଇଦ -ଉଲ ଜୋହା ପର୍ବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସୁନ୍ନି ମୁସଲମାନ ଜୁମ୍ମା ମସଜିଦ ଠାରେ ପବିତ୍ର ବଳିଦାନର ଦିବସ ଇଦ -ଉଲ -ଜୋହା, (ବକ୍ରାଇଦ )ପର୍ବ ସମାରୋହର ସହ ପାଳିତ ହୋଇଯାଇଛି । ଅଂଚଳର ସମସ୍ତ ମୁସଲମାନ ଧର୍ମୀ ଭାଇମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଜୁମ୍ମା ମସଜିଦ ଠାରେ ଜୁମ୍ମା ମସଜିଦର ପେସଇମାମ
Read More...

ତାଡେପଲ୍ଲୀ ସାହିକୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଘଟଯାତ୍ରା ଏକ ନିଆରା ଅନୁଭୂତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାସ ବ୍ୟାପି ସମାହିତ ହୋଇ ଆସୁଥିବା ଐତିହାସିକ ମା' ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇଆସୁଛି । ଦୈନିକ ସନ୍ଧ୍ୟାରେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦେବୀଙ୍କ ଘଟଯାତ୍ରା ବାହାରିଥାଏ । ମଙ୍ଗଳବାର ସନ୍ଧ୍ୟାରେ
Read More...