ବଲାଙ୍ଗିର ସାମ୍ବାଦିକ ଭବନରୁ ଚୋରି, ସିସିଟିଭିରେ କଏଦ ହେଲା ଚୋରଙ୍କ କାରନାମା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଚୋରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିଚାଲିଛି । ଏବେ ଚୋରଙ୍କ ନଜର ପଡ଼ିଛି ସାମ୍ବାଦିକ ଭବନ ଉପରେ । ଭବନରେ ଲାଗିଥିବା ଦୁଇଟି ଏସିର ତମ୍ବା ତାର କାଟି ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣା ପରେ ସାମ୍ବାଦିକ ଭବନର ସାଧାରଣ ସମ୍ପାଦକ!-->…
Read More...
Read More...