ପଲ୍ହାଘାରି ନଷ୍ଟ, ଜମି ବାଲିଚର
ବଲାଙ୍ଗିର, (କେପିଏନ୍ଏସ୍) : ଗତ ଲଗାଣ ବର୍ଷାରେ ଆଗଲପୁର ବ୍ଲକରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଛି । ଅଙ୍ଗନଦୀ କୂଳ ଅଂଚଳ ହୋଇଥିବାରୁ ୪ରୁ ୫ ଦିନ ଧରି ଚାଷଜମି ଜଳମଗ୍ନ ରହିଥିଲା । ଫଳରେ ପଲ୍ହାଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାଣିର ସ୍ରୋତ ଚାଲୁଥିବା ଜମି ଗୁଡିକ ବାଲିଚର ହୋଇଛି ।!-->…
Read More...
Read More...